ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଅହମ୍ମଦାବାଦ ଡାକ୍ତରଖାନା ଅଗ୍ନିକାଣ୍ଡ ମୃତାହତଙ୍କ ପ୍ରତି ପ୍ରଧାନମନ୍ତ୍ରୀଙ୍କ ଶୋକ

Posted On: 06 AUG 2020 9:53AM by PIB Bhubaneshwar

ଅହମ୍ମଦାବାଦର ଏକ ଡାକ୍ତରଖାନାରେ ଅଗ୍ନିକାଣ୍ଡ ଜନିତ ଦୁର୍ଘଟଣାରେ ମୃତାହତଙ୍କ ପ୍ରତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିଛନ୍ତି

ଏକ ଟ୍ଵିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, "ଅହମ୍ମଦାବାଦ ଡାକ୍ତରଖାନା ଅଗ୍ନିକାଣ୍ଡ ଦୁର୍ଘଟଣାରେ ମର୍ମାହତ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରୁଛି ପରିସ୍ଥିତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଶ୍ରୀ ବିଜୟ ରୂପାନୀ ଏବଂ ମେୟର ଶ୍ରୀ ଇବିଜାଲ ପଟେଲଙ୍କ ସହ କଥା ହୋଇଛି ପ୍ରଭାବିତଙ୍କୁ ପ୍ରଶାସନ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଉଛି"

 

**********



(Release ID: 1643804) Visitor Counter : 120