ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଫେସର ସି.ଏସ.ଶେଷାଦ୍ରୀଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ

ପୋଷ୍ଟ କରାଯିବା ଦିନାଙ୍କ: 18 JUL 2020 5:10PM by PIB Bhubaneswar

ପ୍ରଫେସର ସି.ଏସ.ଶେଷାଦ୍ରୀଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ବ୍ୟକ୍ତ କରିଛନ୍ତି

ଏକ ଟ୍ଵିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ପ୍ରଫେସର ସି.ଏସ.ଶେଷାଦ୍ରୀଙ୍କ ବିୟୋଗରେ ଆମେ ଜଣେ ଏପରି ବ୍ୟକ୍ତିତ୍ୱଙ୍କୁ ହରାଇଛୁ ଯିଏକି ଗଣିତ ଶାସ୍ତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିଲେ ତାଙ୍କର ପ୍ରୟାସ, ବିଶେଷକରି ବୀଜଗଣିତ ଓ ଜ୍ୟାମିତି କ୍ଷେତ୍ରରେ ଅବଦାନ ଆଗାମୀ ପିଢିଙ୍କ ପ୍ରତି ସ୍ମରଣୀୟ ହୋଇ ରହିବ ତାଙ୍କ ପରିବାର ଏବଂ ପ୍ରଶଂସକଙ୍କ ପ୍ରତି ସମବେଦନା ଓମ୍ ଶାନ୍ତି "

 

**********


(ରିଲିଜ ଆଡି: 1639837) ପରିଦର୍ଶକ କାଉଣ୍ଟର : 151