ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଗୁରୁ ପୂର୍ଣ୍ଣିମା ଅବସରରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

Posted On: 05 JUL 2020 10:45AM by PIB Bhubaneshwar

ଗୁରୁ ପୂର୍ଣ୍ଣିମା ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି

“ଦେଶବାସୀଙ୍କୁ ଗୁରୁ ପୂର୍ଣ୍ଣିମାରେ ବହୁତ ଶୁଭକାମନା ଜୀବନକୁ ସାର୍ଥକ କରିଥିବା ଗୁରୁମାନଙ୍କ ପ୍ରତି ଆଜି ସମ୍ମାନ ପ୍ରଦର୍ଶନ କରିବାର ଦିନ । ଏହି ଅବସରରେ ସମସ୍ତ ଗୁରୁଜନଙ୍କୁ ମୋର ସାଦର ପ୍ରଣାମ,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

 

**********

 



(Release ID: 1636693) Visitor Counter : 216