ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଡିଡି ନ୍ୟୁଜ ସାପ୍ତାହିକ ସଂସ୍କୃତ ପତ୍ରିକା “ବାର୍ତ୍ତାବଳୀ”କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

ପୋଷ୍ଟ କରାଯିବା ଦିନାଙ୍କ: 04 JUL 2020 3:36PM by PIB Bhubaneswar

ଡିଡି ନ୍ୟୁଜରେ ପାଞ୍ଚ ବର୍ଷର ନିରନ୍ତର ପ୍ରସାରଣ ସମାପ୍ତ କରିଥିବା ସଂସ୍କୃତ ନ୍ୟୁଜ ମାଗାଜିନ ‘ବାର୍ତ୍ତାବଳୀ’କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।

ଏକ ଟ୍ଵିଟ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି, “देववाणीं संस्कृतभाषां वैश्विके पटले प्रचारप्रसारशिखरासनम् आसादयितुं कृतयत्नस्य डी.डी.न्यूज़-वाहिन्यां प्रसार्यमाणस्य 'वार्तावली'-कार्यक्रमस्य अतुल्यमस्ति योगदानम्। वार्तावल्याः पञ्चवर्षपूर्त्यवसरे संस्कृतकार्यक्रमसम्बद्धान् समस्तान् सदस्यान् दर्शकाँश्च अहं हृदयेन अभिनन्दामि”।

 

**********


(ରିଲିଜ ଆଡି: 1636465) ପରିଦର୍ଶକ କାଉଣ୍ଟର : 258