ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଡାକ୍ତର ଦିବସରେ ଡାକ୍ତରମାନଙ୍କୁ ଅଭିବାଦନ ଜଣାଇଲେ ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
01 JUL 2020 10:27AM by PIB Bhubaneshwar
ଡାକ୍ତର ଦିବସରେ ଡାକ୍ତରମାନଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିବାଦନ ଜଣାଇଛନ୍ତି ।
ଏକ ଟ୍ଵିଟ ଜରିଆରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, “ଦେଶ ଆମ ଡାକ୍ତରମାନଙ୍କୁ ଅଭିବାଦନ ଜଣାଉଛି – କୋଭିଡ-19 ବିରୋଧୀ ଯୁଦ୍ଧରେ ଦୃଢତାର ସହିତ ଆଗଧାଡିରେ ରହି ସେମାନେ ଅସାଧାରଣ ସେବା ପ୍ରଦାନ କରୁଛନ୍ତି । ଡାକ୍ତର ଦିବସ 2020” ।
**********
(ରିଲିଜ ଆଡି: 1635708)
ପରିଦର୍ଶକ କାଉଣ୍ଟର : 234
ଏହି ରିଲିଜ ପଢନ୍ତୁ :
English
,
Urdu
,
हिन्दी
,
Marathi
,
Bengali
,
Assamese
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam