ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ରାଜ୍ୟ ପ୍ରତିଷ୍ଠା ଦିବସରେ ଗୋଆବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

Posted On: 30 MAY 2020 1:23PM by PIB Bhubaneshwar

ରାଜ୍ୟ ପ୍ରତିଷ୍ଠା ଦିବସରେ ଗୋଆବାସୀଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି

“ଗୋଆବାସୀଙ୍କୁ ସେମାନଙ୍କ ରାଜ୍ୟ ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା । ଗୋଆ ଏକ ରମଣୀୟ ଏବଂ ହୃଦୟସ୍ପର୍ଶୀ ଭୂମି । ରାଜ୍ୟ ଅନେକ କ୍ଷେତ୍ରରେ ଭାରତର ବିକାଶ ପଥକୁ ସମୃଦ୍ଧ କରୁଛି ଆଗାମୀ ବର୍ଷଗୁଡିକରେ ଗୋଆର ପ୍ରଗତି ପାଇଁ ମୁଁ ପ୍ରାର୍ଥନା କରୁଛି,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି

 

**********



(Release ID: 1627991) Visitor Counter : 189