ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପାକିସ୍ତାନ ବିମାନ ଦୁର୍ଘଟଣା ଜନିତ ଜୀବନହାନୀ ଲାଗି ପ୍ରଧାନମନ୍ତ୍ରୀଙ୍କ ଶୋକ

ପୋଷ୍ଟ କରାଯିବା ଦିନାଙ୍କ: 22 MAY 2020 7:05PM by PIB Bhubaneswar

ପାକିସ୍ତାନ ବିମାନ ଦୁର୍ଘଟଣା ଜନିତ ଜୀବନହାନୀ ଲାଗି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ବ୍ୟକ୍ତ କରିଛନ୍ତି ।

“ପାକିସ୍ତାନ ବିମାନ ଦୁର୍ଘଟଣା ଜନିତ ଜୀବନହାନୀରେ ମର୍ମାହତ । ମୃତକଙ୍କ ପରିବାର ପ୍ରତି ଆମର ସମବେଦନା ଏବଂ ଆହତଙ୍କ ଆଶୁ ଆରୋଗ୍ୟ କାମନା କରୁଛି,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

 

**********


(ରିଲିଜ ଆଡି: 1626297) ପରିଦର୍ଶକ କାଉଣ୍ଟର : 184