ରାଷ୍ଟ୍ରପତିଙ୍କ ସଚିବାଳୟ
ଫଖରୁଦ୍ଦିନ ଅଲି ଅହମଦଙ୍କ ଜନ୍ମ ବାର୍ଷିକୀରେ ରାଷ୍ଟ୍ରପତିଙ୍କ ଶ୍ରଦ୍ଧାଞ୍ଜଳି
ପୋଷ୍ଟ କରାଯିବା ଦିନାଙ୍କ:
13 MAY 2020 12:21PM by PIB Bhubaneshwar
ଭାରତର ପୂର୍ବତନ ରାଷ୍ଟ୍ରପତି ଶ୍ରୀ ଫଖରୁଦ୍ଦିନ ଅଲି ଅହମଦଙ୍କ ଜନ୍ମ ବାର୍ଷିକୀରେ ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ ଆଜି ରାଷ୍ଟ୍ରପତି ଭବନରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଶ୍ରୀ ଫଖରୁଦ୍ଦିନ ଅଲି ଅହମଦଙ୍କ ଫଟୋଚିତ୍ର ସମ୍ମୁଖରେ ରାଷ୍ଟ୍ରପତି ତାଙ୍କ ସମ୍ମାନ ଜଣାଇଛନ୍ତି ।
**********
(ରିଲିଜ ଆଡି: 1623651)
ପରିଦର୍ଶକ କାଉଣ୍ଟର : 180
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu
,
Malayalam