ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ

ଇ-କମର୍ସ କମ୍ପାନୀ ଦ୍ୱାରା ଅଣ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ନିଷିଦ୍ଧ

प्रविष्टि तिथि: 19 APR 2020 12:12PM by PIB Bhubaneshwar

ଲକଡାଉନ ସମୟରେ -କମର୍ସ କମ୍ପାନୀମାନେ କୌଣସି ଅଣ ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ କରିପାରିବେ ନାହିଁଏହି ମର୍ମରେ ଖାଦ୍ୟ ଯୋଗାଣ ମନ୍ତ୍ରଣାଳୟ ପକ୍ଷରୁ ପ୍ରଦତ୍ତ ଏକ ସ୍ପଷ୍ଟୀକରଣରେ କୁହାଯାଇଛି ଯେ ଏହି ସବୁ ସାମଗ୍ରୀ ଯୋଗାଣକୁ ଲକଡାଉନ କାଳରେ -କମ୍ପାନୀମାନଙ୍କ ପାଇଁ ନିଷିଦ୍ଧ କରାଯାଇଛି

**************


(रिलीज़ आईडी: 1616005) आगंतुक पटल : 195
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Bengali , Manipuri , Assamese , Punjabi , Gujarati , Tamil , Telugu , Telugu , Kannada , Malayalam