ପୋଷ୍ଟ କରାଯିବା ଦିନାଙ୍କ:
13 NOV 2026 9:21AM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱାସ ଏବଂ ସୂର୍ଯ୍ୟ ପୂଜା ପାଇଁ ଉତ୍ସର୍ଗୀକୃତ ଚାରି ଦିନିଆ ପବିତ୍ର ରୀତିନୀତି ଛଟ ମହାପର୍ବ ଆରମ୍ଭ ଅବସରରେ ଆଜି ସାରା ଦେଶର ନାଗରିକମାନଙ୍କୁ ହୃଦୟରୁ ଶୁଭେଚ୍ଛା ଜଣାଇଛନ୍ତି।
ପ୍ରଧାନମନ୍ତ୍ରୀ 'ଏକ୍ସ ’ ରେ ସେୟାର କରିଛନ୍ତି:
"ଲୋକ ଆସ୍ଥା ଏବଂ ସୂର୍ଯ୍ୟ ପୂଜାର ଚାରି ଦିନିଆ ପବିତ୍ର ପର୍ବ ଛଟ ଆରମ୍ଭରେ ସମସ୍ତ ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା। ଆଜି ନାହୟ-ଖୟ। ସମସ୍ତ ଭକ୍ତଙ୍କୁ ମୋର ଶୁଭେଚ୍ଛା। ଛଠି ମଇୟା ଅବସରରେ ସମସ୍ତେ ଆଶୀର୍ବାଦ ପ୍ରାପ୍ତ ହୁଅନ୍ତୁ, ଏହା ହେଉଛି ଇଚ୍ଛା । "
HS