ପୋଷ୍ଟ କରାଯିବା ଦିନାଙ୍କ:
22 OCT 2026 3:15PM by PIB Bhubaneswar
ଘୋଷଣାସମୂହ:
କ୍ରମିକ ସଂଖ୍ୟା ଶୀର୍ଷକ କ୍ଷେତ୍ର
୧. ୨୦୩୦ ସୁଦ୍ଧା ଦ୍ୱିପାକ୍ଷିକ ବାଣିଜ୍ୟକୁ ଦୁଇଗୁଣ କରିବାର ଲକ୍ଷ୍ୟ ବାଣିଜ୍ୟ
୨. ବିପର୍ଯ୍ୟୟ ସହନଶୀଳ ଭିତ୍ତିଭୂମି ମେଣ୍ଟ (CDRI)ରେ ପୋଲାଣ୍ଡର ଯୋଗଦାନ ବିପର୍ଯ୍ୟୟ ପରିଚାଳନା
୩. ପ୍ରତିରକ୍ଷା ଶିଳ୍ପ ଆଲୋଚନା ବ୍ୟବସ୍ଥା ପ୍ରତିଷ୍ଠା ପ୍ରତିରକ୍ଷା
୪. ଆତଙ୍କବାଦ ନିରୋଧ ପ୍ରସଙ୍ଗରେ ଆଲୋଚନା ପାଇଁ ସହମତି ଆତଙ୍କବାଦ ନିରୋଧ
*****
MT