ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଏସୀୟ କ୍ରୀଡ଼ାରେ ପୁରୁଷ ଦଳଗତ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜିତିଥିବାରୁ କୁଶଲ ଦଲାଲ, ସାହିଲ ରାଜେଶ ଯାଦବ ଏବଂ ଗଣେଶ ମଣିରତ୍ନମ୍ ଥିରୁମୁରୁଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
30 SEP 2026 4:58PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏସିଆନ୍ ଗେମ୍ସରେ ପୁରୁଷ ଦଳଗତ ଟିମ୍ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଥିବାରୁ କୁଶଲ ଦଲାଲ, ସାହିଲ ରାଜେଶ ଯାଦବ ଏବଂ ଗଣେଶ ମଣିରତ୍ନମ୍ ଥିରୁମୁରୁଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏକ ରୋମାଞ୍ଚକର ଫାଇନାଲ୍ ପରେ ଏହି ତିନିଜଣ ସ୍ୱର୍ଣ୍ଣ ପଦକ ଜିତିଥିଲେ ଏବଂ ସେମାନଙ୍କର ସଠିକତା ଏବଂ ଦଳଗତ କାର୍ଯ୍ୟର ଚମତ୍କାର ପ୍ରଦର୍ଶନକୁ ପ୍ରଶଂସା କରିଥିଲେ।
ଶ୍ରୀ ମୋଦୀ ଚାମ୍ପିଅନ୍ ତୀରନ୍ଦାଜମାନଙ୍କୁ ସେମାନଙ୍କ ଭବିଷ୍ୟତ ପ୍ରୟାସ ପାଇଁ ଶୁଭେଚ୍ଛା ଜଣାଇଥିଲେ।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏକ୍ସ ରେ ପୋଷ୍ଟ ହୋଇଛି;
"କୁଶଳ ଦଲାଲ, ସାହିଲ ରାଜେଶ ଯାଦବ ଏବଂ ଗଣେଶ ମଣିରତ୍ନମ ଥିରୁମୁରୁ ଏକ ରୋମାଞ୍ଚକର ଫାଇନାଲ୍ ପରେ ଏସୀୟ କ୍ରୀଡ଼ାର ପୁରୁଷ ଦଳଗତ ଟିମ୍ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସେମାନଙ୍କର ସଠିକତା ଏବଂ ଦଳଗତ କାର୍ଯ୍ୟର ଏକ ଚମତ୍କାର ପ୍ରଦର୍ଶନ ଥିଲା । ଆମର ଚାମ୍ପିଅନ୍ ତୀରନ୍ଦାଜମାନଙ୍କୁ ଅଭିନନ୍ଦନ। ସେମାନଙ୍କ ଭବିଷ୍ୟତ ପ୍ରୟାସ ପାଇଁ ଶୁଭେଚ୍ଛା: ପ୍ରଧାନମନ୍ତ୍ରୀ @narendramodi "
HS
(ରିଲିଜ ଆଡି: 2319267)
ପରିଦର୍ଶକ କାଉଣ୍ଟର : 7
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Bengali
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam