ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି ବିଶିଷ୍ଟ ଶିଳ୍ପପତି ଶ୍ରୀ ରବି କାନ୍ତ
ପୋଷ୍ଟ କରାଯିବା ଦିନାଙ୍କ:
18 JUL 2026 10:25PM by PIB Bhubaneswar
ବିଶିଷ୍ଟ ଶିଳ୍ପପତି ଶ୍ରୀ ରବି କାନ୍ତ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟି ତାଙ୍କ ପୁସ୍ତକ 'ଲିଡିଂ ଫ୍ରମ୍ ଦ ବ୍ୟାକ୍-ଟୁ ଆଚିଭ୍ ଦ ଇମ୍ପସିବଲ୍ "ର ଏକ କପି ପ୍ରଦାନ କରିଛନ୍ତି।
ପ୍ରଧାନମନ୍ତ୍ରୀ 'ଏକ୍ସ "ରେ ପୋଷ୍ଟ କରିଛନ୍ତି;
ବିଶିଷ୍ଟ ଶିଳ୍ପପତି ଶ୍ରୀ ରବି କାନ୍ତ ଆଜି ସକାଳେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିଲେ ଏବଂ ତାଙ୍କ ପୁସ୍ତକ 'ଲିଡିଂ ଫ୍ରମ୍ ଦ ବ୍ୟାକ୍-ଟୁ ଆଚିଭ୍ ଦ ଇମ୍ପସିବଲ୍ "ର ଏକ କପି ପ୍ରଦାନ କରିଥିଲେ।
HS
(ରିଲିଜ ଆଡି: 2291225)
ପରିଦର୍ଶକ କାଉଣ୍ଟର : 18
ଏହି ରିଲିଜ ପଢନ୍ତୁ :
English
,
Urdu
,
हिन्दी
,
Marathi
,
Assamese
,
Bengali
,
Manipuri
,
Punjabi
,
Gujarati
,
Tamil
,
Kannada
,
Malayalam