ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ନିରନ୍ତର ପ୍ରୟାସ ହିଁ ସଫଳତାର ପ୍ରକୃତ ଚାବିକାଠି ବୋଲି ଗୁରୁତ୍ୱାରୋପ କରି ଏକ ସଂସ୍କୃତ 'ସୁଭାଶିତମ୍’ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ
प्रविष्टि तिथि:
02 JUL 2026 4:24PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏକ ସଂସ୍କୃତ 'ସୁଭାଶିତମ୍ ’ ସେୟାର କରିଛନ୍ତି
‘‘ନାନାଶ୍ରାନ୍ତାୟ ଶରସ୍ତିତି ରୋହିତ ଶୁଶ୍ରୁମ ।
ପାପୋ ନୃପଦ୍ରରୋ ଜନ ଇନ୍ଦ୍ର ଇଚ୍ଚରତଃ ଶଖା ଚରୋବେତି ।।’’
ସୁଭାଶିତମ୍ ଗୁରୁତ୍ୱାରୋପ କରେ ଯେ ନିରନ୍ତର ପ୍ରୟାସ ହେଉଛି ସଫଳତାର ପ୍ରକୃତ ଚାବିକାଠି, ଏବଂ ଜୀବନରେ, କେବଳ ସେହି ବ୍ୟକ୍ତି ତାଙ୍କ ଲକ୍ଷ୍ୟ ହାସଲ କରନ୍ତି ଯିଏ ଧୈର୍ଯ୍ୟ, ଦୃଢ ସଂକଳ୍ପ ଏବଂ ଆତ୍ମବିଶ୍ୱାସର ସହ ଆଗକୁ ବଢନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସ ଉପରେ ଲେଖିଛନ୍ତି;
ନିରନ୍ତର ପ୍ରୟାସ ହିଁ ସଫଳତାର ପ୍ରକୃତ ଚାବିକାଠି। ଜୀବନରେ ସେହି ବ୍ୟକ୍ତି ନିଜର ଲକ୍ଷ୍ୟ ହାସଲ କରିଥାଏ, ଯିଏ ଧୈର୍ଯ୍ୟ, ଦୃଢ଼ ସଂକଳ୍ପ ଏବଂ ଆତ୍ମବିଶ୍ୱାସର ସହ ଆଗକୁ ବଢ଼ିଥାଏ।
‘‘ନାନାଶ୍ରାନ୍ତାୟ ଶରସ୍ତିତି ରୋହିତ ଶୁଶ୍ରୁମ ।
ପାପୋ ନୃପଦ୍ରରୋ ଜନ ଇନ୍ଦ୍ର ଇଚ୍ଚରତଃ ଶଖା ଚରୋବେତି ।।’’
HS
(रिलीज़ आईडी: 2280588)
आगंतुक पटल : 2
इस विज्ञप्ति को इन भाषाओं में पढ़ें:
English
,
Urdu
,
Marathi
,
हिन्दी
,
Bengali
,
Assamese
,
Gujarati
,
Tamil
,
Telugu
,
Kannada
,
Malayalam