ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରତ୍ୟେକ ଲକ୍ଷ୍ୟ ହାସଲ ପାଇଁ ଏକତା ଉପରେ ଗୁରୁତ୍ୱାରୋପ କରି ସଂସ୍କୃତ 'ସୁଭାଶିତମ୍ ’ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ

प्रविष्टि तिथि: 30 JUN 2026 11:00AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏକ ସଂସ୍କୃତ 'ସୁଭାଶିତମ୍ "ସେୟାର କରିଛନ୍ତି 

‘‘ସମାନେ ମନ୍ତ୍ରଃ ସମିତିଃ ସମାନି ସମାନଂ ମନଃ ସହ ଚନ୍ତମେଷାମ୍‍ ।

ସମାନଂ ମନ୍ତ୍ରମଭି ମନ୍ତ୍ରୟେ ବଃ ସମାନେନ ବୋ ହମିଷା ଜୁହୋମି ।।’’

ସୁଭାଶିତମ୍ ଗୁରୁତ୍ୱାରୋପ କରେ ଯେ ଯେତେବେଳେ ଆମର ସଂକଳ୍ପ, ଚିନ୍ତାଧାରା ଏବଂ ଭାବନା ଏକାକାର ହୁଏ, ପ୍ରତ୍ୟେକ ପ୍ରୟାସ ସଫଳ ହୁଏ, ଏବଂ ଭାରତବର୍ଷର ପ୍ରତ୍ୟେକ ଲକ୍ଷ୍ୟ ହାସଲ କରିବା ପାଇଁ ଆମେ ଏକତା ସହିତ ଆଗକୁ ବଢ଼ିବା ଉଚିତ୍।

ପ୍ରଧାନମନ୍ତ୍ରୀ ଏକ୍ସ ରେ ଲେଖିଛନ୍ତି; 

ଯେତେବେଳେ ଆମର ସଂକଳ୍ପ, ଚିନ୍ତାଧାରା ଏବଂ ମନର ଭାବନା ଏକ ହୋଇଥାଏ, ସେତେବେଳେ ପ୍ରତ୍ୟେକ କାର୍ଯ୍ୟ ସଫଳ ହୋଇଥାଏ। ଆସନ୍ତୁ ଏକତାର ସହ ଆଗକୁ ବଢ଼ିବା ଏବଂ ଭାରତବର୍ଷର ପ୍ରତ୍ୟେକ ଲକ୍ଷ୍ୟକୁ ମିଳିତ ଭାବେ ହାସଲ କରିବା। 

‘‘ସମାନେ ମନ୍ତ୍ରଃ ସମିତିଃ ସମାନି ସମାନଂ ମନଃ ସହ ଚନ୍ତମେଷାମ୍‍ ।

ସମାନଂ ମନ୍ତ୍ରମଭି ମନ୍ତ୍ରୟେ ବଃ ସମାନେନ ବୋ ହମିଷା ଜୁହୋମି ।।’’

HS


(रिलीज़ आईडी: 2279657) आगंतुक पटल : 3
इस विज्ञप्ति को इन भाषाओं में पढ़ें: English , Marathi , हिन्दी , Assamese , Gujarati , Tamil , Telugu , Malayalam