ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ମହାରାଷ୍ଟ୍ରର ସାଙ୍ଗଲିରେ କାନ୍ଥ ଭୁଶୁଡ଼ିବା ଯୋଗୁଁ ପ୍ରାଣହାନି ପାଇଁ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ

प्रविष्टि तिथि: 12 MAY 2026 11:30PM by PIB Bhubaneswar

ପୋଷ୍ଟ କରାଯାଇଛି: ୧୨ ମଇ ୨୦୨୬  ରାତି ୧୧:୩୦ ପିଆଇବି ଦିଲ୍ଲୀ ଦ୍ୱାରା

ପ୍ରଧାନମନ୍ତ୍ରୀ ମହାରାଷ୍ଟ୍ରର ସାଙ୍ଗଲିରେ କାନ୍ଥ ଭୁଶୁଡ଼ିବା ଯୋଗୁଁ ପ୍ରାଣହାନି ପାଇଁ ଦୁଃଖ ପ୍ରକାଶ କରିଛନ୍ତି। ଏହି ଦୁଃଖଦ ଘଟଣାରେ ନିଜ ପ୍ରିୟଜନଙ୍କୁ ହରାଇଥିବା ପରିବାର ପ୍ରତି ଗଭୀର ସମବେଦନା ଜଣାଇ ପ୍ରଧାନମନ୍ତ୍ରୀ ଆହତମାନଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରିଛନ୍ତି।

ପ୍ରଧାନମନ୍ତ୍ରୀ X ରେ ପୋଷ୍ଟ କରିଛନ୍ତି:

“ମହାରାଷ୍ଟ୍ରର ସାଙ୍ଗଲୀରେ କାନ୍ଥ ଭୁଶୁଡ଼ି ପଡ଼ି ଜନହାନି ଘଟିଥିବା ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ। ଏହି ଦୁଃଖଦ ସମୟରେ ମୋର ସମବେଦନା ଶୋକସନ୍ତପ୍ତ ପରିବାରବର୍ଗଙ୍କ ସହିତ ରହିଛି। ଆହତମାନେ ଶୀଘ୍ର ସୁସ୍ଥ ହୋଇଉଠନ୍ତୁ ବୋଲି ମୁଁ ପ୍ରାର୍ଥନା କରୁଛି।” — ପ୍ରଧାନମନ୍ତ୍ରୀ ନରେନ୍ଦ୍ର  ମୋଦୀ.

“ମହାରାଷ୍ଟ୍ରାତିଲ ସାଙ୍ଗଲୀ ଯେଥେ ଭିନ୍ତ କୋସଳୁନ ଝାଲେଲ୍ୟା ଜୀବିତହାନୀ ବଦ୍ଦଲ ଐକୁନ ଅତ୍ୟନ୍ତ ଦୁଃଖ ଝାଲେ। ଯା ଦୁଃଖଦ ପ୍ରସଙ୍ଗୀ ମାଝ୍ୟା ସଂବେଦନା ଶୋକାକୁଳ କୁଟୁମ୍ବୀୟାଂସୋବତ ଆହେତ। ଜଖମୀ ଲବକରାତ ଲବକର ବରେ ଭାଭେତ, ହୀ ପ୍ରାର୍ଥନା: ପ୍ରଧାନମନ୍ତ୍ରୀ @ନରେନ୍ଦ୍ରମୋଦୀ”

*****

SPD


(रिलीज़ आईडी: 2270542) आगंतुक पटल : 10
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Manipuri , Bengali , Assamese , Punjabi , Gujarati , Tamil , Kannada , Malayalam