ପ୍ରତିରକ୍ଷା ମନ୍ତ୍ରଣାଳୟ
ଅଗ୍ନି-୧ ବାଲିଷ୍ଟିକ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ
प्रविष्टि तिथि:
22 MAY 2026 7:46PM by PIB Bhubaneswar
ଓଡ଼ିଶା ଉପକୂଳ ଚାନ୍ଦିପୁରସ୍ଥିତ ସମନ୍ୱିତ ପରୀକ୍ଷଣ ଘାଟୀରୁ ଆଜି ସ୍ୱଳ୍ପ ଦୂରଗାମୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ‘ଅଗ୍ନି-୧’ର ସଫଳ ପରୀକ୍ଷଣ ସମ୍ପନ୍ନ ହୋଇଛି। ସମସ୍ତ ପରିଚାଳନାଗତ ଏବଂ ବୈଷୟିକ ମାନଦଣ୍ଡ ଦୃଷ୍ଟିରୁ ପରୀକ୍ଷଣ ସଫଳ ହୋଇଥିଲା। ରଣନୀତିକ ବାହିନୀ କମାଣ୍ଡ ଅଧୀନରେ ଏହି ପରୀକ୍ଷଣ କାର୍ଯ୍ୟକାରୀ କରାଯାଇଥିଲା ।
*****
PS
(रिलीज़ आईडी: 2264411)
आगंतुक पटल : 37