ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ବାବା ବିଶ୍ୱନାଥ ମନ୍ଦିରରେ ଦର୍ଶନ ଏବଂ ପୂଜା ସହିତ ଦେଶର ଲୋକଙ୍କ ସମୃଦ୍ଧି ଏବଂ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପ୍ରାର୍ଥନା କରିଛନ୍ତି ପ୍ରଧାନମନ୍ତ୍ରୀ

प्रविष्टि तिथि: 29 APR 2026 11:45AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କାଶୀର ବାବା ବିଶ୍ୱନାଥ ମନ୍ଦିରରେ ଦର୍ଶନ ଏବଂ ପୂଜା କରିଛନ୍ତି, ଯେଉଁଠାରେ ସେ ଦେଶର ଲୋକଙ୍କ ସୁଖ, ସମୃଦ୍ଧି ଏବଂ ସୁସ୍ଥ ଜୀବନ ପାଇଁ ପ୍ରାର୍ଥନା କରିଛନ୍ତି

"ହର ହର ମହାଦେବ!

କାଶୀର ବାବା ବିଶ୍ୱନାଥ ମନ୍ଦିର ପରିଦର୍ଶନ ଏବଂ ପୂଜା କରିବାର ସୌଭାଗ୍ୟ ମିଳିଥିଲା ଏଠାରେ ସେ ସମସ୍ତ ଦେଶବାସୀଙ୍କ ସୁଖ, ସମୃଦ୍ଧି ଏବଂ ସୁସ୍ଥ ଜୀବନ ପାଇଁ ଭଗବାନ ଭୋଲାନାଥଙ୍କୁ ପ୍ରାର୍ଥନା କରିଥିଲେ

ମାଅନ୍ନପୂର୍ଣ୍ଣା ଏବଂ ମାଗଙ୍ଗାଙ୍କ ଦର୍ଶନ ଅପାର ଶାନ୍ତି ଆଣିଦେଇଥିଲା ତାଙ୍କର କୃପା ସମସ୍ତଙ୍କ ମଧ୍ୟରେ ସକାରାତ୍ମକ ଶକ୍ତି ସଞ୍ଚାର କରୁ!

କାଶୀବାସୀଙ୍କୁ ପୁଣିଥରେ ଅଭିନନ୍ଦନ

HS


(रिलीज़ आईडी: 2257086) आगंतुक पटल : 26
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Manipuri , Assamese , Bengali , Bengali-TR , Punjabi , Gujarati , Telugu , Kannada , Malayalam