ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପାଣ୍ଡୁଲିପି ସଂରକ୍ଷଣ ପାଇଁ ଆଚାର୍ଯ୍ୟ ଶ୍ରୀ କୈଳାସସାଗରସୁରୀ ଜ୍ଞାନମନ୍ଦିରର ପ୍ରୟାସକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 31 MAR 2026 1:10PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ପାଣ୍ଡୁଲିପି ସଂରକ୍ଷଣ ପାଇଁ ଆଚାର୍ଯ୍ୟ ଶ୍ରୀ କୈଳାସସାଗରସୁରୀ ଜ୍ଞାନମନ୍ଦିର ଦ୍ୱାରା କରାଯାଉଥିବା କାର୍ଯ୍ୟକୁ ପ୍ରଶଂସା କରିଛନ୍ତି। "ମୁଁ ଗର୍ବିତ ଯେ ଆମ ଦେଶରେ ଏପରି ଅନେକ ଉତ୍ସାହୀ ଦଳ ଅଛନ୍ତି ଯେଉଁମାନେ ଏଥିରେ ଆଗୁଆ ଅଛନ୍ତି, ଏହା ନିଶ୍ଚିତ କରି ଆଗାମୀ ପିଢ଼ି ଆମର ସମୃଦ୍ଧ ଇତିହାସ ସହିତ ଜଡିତ ରହିବେ", ଶ୍ରୀ ମୋଦୀ ମନ୍ତବ୍ୟ ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି;

"ପାଣ୍ଡୁଲିପି ସଂରକ୍ଷଣ ପାଇଁ ଆଚାର୍ଯ୍ୟ ଶ୍ରୀ କୈଳାସସାଗରସୁରୀ ଜ୍ଞାନମନ୍ଦିର ଦ୍ୱାରା କରାଯାଉଥିବା କାର୍ଯ୍ୟର ଏକ ଝଲକ ଦେଖିଲି। ମୁଁ ଗର୍ବିତ ଯେ ଆମ ଦେଶରେ ଏପରି ଅନେକ ଉତ୍ସାହୀ ଦଳ ଅଛନ୍ତି ଯେଉଁମାନେ ଏଥିରେ ଆଗୁଆ ଅଛନ୍ତି, ଏହା ନିଶ୍ଚିତ କରି ଯେ ଆଗାମୀ ପିଢ଼ି ଆମର ସମୃଦ୍ଧ ଇତିହାସ ସହିତ ଜଡିତ ରହିବେ।"

HS


(ରିଲିଜ ଆଡି: 2248863) ପରିଦର୍ଶକ କାଉଣ୍ଟର : 7