ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ବିହାର ରାଜ୍ୟପାଳ

ପୋଷ୍ଟ କରାଯିବା ଦିନାଙ୍କ: 25 MAR 2026 6:15PM by PIB Bhubaneswar

ବିହାରର ରାଜ୍ୟପାଳ ଶ୍ରୀ ସୟଦ ଅତା ହସନୈନ୍ ଆଜି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ଏକ୍ସ ପୋଷ୍ଟରେ କୁହାଯାଇଛି;

“ବିହାରର ରାଜ୍ୟପାଳ ଶ୍ରୀ ସୟଦ ଅତା ହସନୈନ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି

@GovernorBihar”

 

SR


(ରିଲିଜ ଆଡି: 2247473) ପରିଦର୍ଶକ କାଉଣ୍ଟର : 16