ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଗତ ୧୧ ବର୍ଷ ଭିତରେ ଆସାମରେ ପରିଲକ୍ଷିତ ଶାନ୍ତି, ସଂସ୍କୃତି ଓ ଭିତିଭୂମି କ୍ଷେତ୍ରରେ ପରିବର୍ତନକୁ ନେଇ ଲିଖିତ ଏକ ଲେଖାକୁ ସେୟାର କଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 17 JAN 2026 1:54PM by PIB Bhubaneswar

ଗତ ୧୧ ବର୍ଷ ଭିତରେ ଆସାମରେ ପରିଲକ୍ଷିତ ଶାନ୍ତି, ସଂସ୍କୃତି ଓ ଭିତିଭୂମି କ୍ଷେତ୍ରରେ ପରିବର୍ତନକୁ ନେଇ ଲିଖିତ ଏକ ଲେଖାକୁ ପ୍ରଧାନମନ୍ତ୍ରୀ ଆଜି ସେୟାର କରିଛନ୍ତି ।

ଏକ୍ସରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପବିତ୍ର ମାର୍ଗଘେରିତାଙ୍କ ଏକ ପୋଷ୍ଟର ଉତର ଦେଇ ପିଏମଓ ଇଣ୍ଡିଆ ହ୍ୟାଣ୍ଡେଲ ଉଲ୍ଲେଖ କରିଛି ଯେ,

‘ଗତ ୧୧ ବର୍ଷ ଭିତରେ ଆସାମର ଶାନ୍ତି, ସଂସ୍କୃତି ଓ ଭିତିଭୂମି କ୍ଷେତ୍ରରେ ହୋଇଥିବା ପରିବର୍ତନ ସମ୍ପର୍କରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଅଚଜ୍ଞବକ୍ସଶଷରକ୍ସସଗ୍ଧବଈଔଚ  ଲେଖିଛନ୍ତି ।

୨୦୪୭ ସୁଦ୍ଧା ବିକଶିତ ଭାରତ ନିର୍ମାଣ ଲକ୍ଷ୍ୟରେ ବିକଶିତ ଆସାମ ପାଇଁ ଅର୍ଥନୈତିକ ଅଗ୍ରଗତି ସହ ପରିବେଶ ସମ୍ବନ୍ଧିତ ଦାୟିତ୍ୱବୋଧତା ନେଇ ବିକାଶର ମଡେଲକୁ ସେ ଉଚ୍ଚକିତ କରିଛନ୍ତି ।’

PBD


(ରିଲିଜ ଆଡି: 2235799) ପରିଦର୍ଶକ କାଉଣ୍ଟର : 27