ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଭାରତର ପୂର୍ବତନ ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 16 FEB 2026 10:03PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପୂର୍ବତନ ରାଷ୍ଟ୍ରପତି ଶ୍ରୀ ସିପି ରାମନାଥ କୋବିନ୍ଦଙ୍କୁ ଭେଟିଛନ୍ତି ।

ଏକ୍ସର ଏକ ପୋଷ୍ଟରେ ଶ୍ରୀ ମୋଦୀ ଲେଖିଛନ୍ତି:

“ପୂର୍ବତନ ରାଷ୍ଟ୍ରପତି ଶ୍ରୀ ସିପି ରାମନାଥ କୋବିନ୍ଦଙ୍କ ସହ ଏକ ଚମତ୍କାର ସାକ୍ଷାତ ହେଲା । ବିଭିନ୍ନ ପ୍ରସଙ୍ଗରେ ତାଙ୍କ ଚିନ୍ତାଧାରା ବିଚାରଶୀଳ ଏବଂ ସମୃଦ୍ଧ ।”

SR


(ରିଲିଜ ଆଡି: 2229246) ପରିଦର୍ଶକ କାଉଣ୍ଟର : 4