ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

କାଶ୍ମୀରୀ ପଣ୍ଡିତ ସମ୍ପ୍ରଦାୟକୁ ହେରାଥ ପୋସଥେ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 15 FEB 2026 8:30AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କାଶ୍ମୀରୀ ପଣ୍ଡିତ ସମ୍ପ୍ରଦାୟର ସମୃଦ୍ଧ ପରମ୍ପରାକୁ ପ୍ରତିଫଳିତ କରୁଥିବା ପବିତ୍ର ପର୍ବ ହେରାଥ ପୋସଥେ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି। "ଏହି ପବିତ୍ର ଅବସରରେ, ମୁଁ ସମସ୍ତଙ୍କ ଜୀବନରେ ସୁସ୍ଥତା ଏବଂ ସମୃଦ୍ଧି ପାଇଁ ପ୍ରାର୍ଥନା କରୁଛିଏହା ସଫଳତାର ନୂତନ ପଥ ଉନ୍ମୁକ୍ତ କରୁ ଏବଂ ପ୍ରତ୍ୟେକ ଘରକୁ ଆନନ୍ଦ ଏବଂ ସନ୍ତୋଷରେ ଭରିଦେଉ ବୋଲି ଶ୍ରୀ ମୋଦୀ କହିଛନ୍ତି

ପ୍ରଧାନମନ୍ତ୍ରୀ 'ଏକ୍ସରେ ପୋଷ୍ଟ କରିଛନ୍ତି:

"ହେରାଥ୍ ପୋସଥେ!

ଏହି ପବିତ୍ର ପର୍ବ ଆମ କାଶ୍ମୀରୀ ପଣ୍ଡିତ ସମ୍ପ୍ରଦାୟର ସମୃଦ୍ଧ ପରମ୍ପରାକୁ ପ୍ରତିଫଳିତ କରେ ।

ଏହି ପବିତ୍ର ଅବସରରେ, ମୁଁ ସମସ୍ତଙ୍କ ଜୀବନରେ ସୁସ୍ଥତା ଏବଂ ସମୃଦ୍ଧି ପାଇଁ ପ୍ରାର୍ଥନା କରୁଛିଏହା ସଫଳତାର ନୂତନ ପଥ ଉନ୍ମୁକ୍ତ କରୁ ଏବଂ ପ୍ରତ୍ୟେକ ଘରକୁ ଆନନ୍ଦ ଏବଂ ସନ୍ତୋଷରେ ଭରିଦେଉ । "

HS


(ରିଲିଜ ଆଡି: 2228563) ପରିଦର୍ଶକ କାଉଣ୍ଟର : 3