ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଜନରାଜ୍ୟ ଦିବସ ଉପଲକ୍ଷେ ସମସ୍ତ ନାଗରିକଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ପୋଷ୍ଟ କରାଯିବା ଦିନାଙ୍କ: 26 JAN 2026 8:19AM by PIB Bhubaneswar

ଜନରାଜ୍ୟ ଦିବସ ଉପଲକ୍ଷେ ସମସ୍ତ ନାଗରିକଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜ୍ଞାପନ କରିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଭାରତର ସମ୍ମାନ, ଗର୍ବ ଓ ମର୍ଯ୍ୟାଦାର ପ୍ରତୀକ ହେଉଛି ଜନରାଜ୍ୟ ଦିବସ । ସମସ୍ତ ନାଗରିକଙ୍କ ଜୀବନରେ ଏହା ନୂଆ ଊର୍ଜ୍ଜା ଓ ଉତ୍ସାହ ଭରିଦେବା ଉଚିତ ।

ଏହି ଜାତୀୟ ଉତ୍ସବରେ ସାମୂହିକ ସଂକଳ୍ପ ହିଁ ବିକଶିତ ଭାରତ ନିର୍ମାଣ କରିପାରିବ ବୋଲି ସେ ବିଶ୍ୱାସ ଜାହିର କରିଛନ୍ତି ।

ଟ୍ୱିଟରରେ ପ୍ରଧାନମନ୍ତ୍ରୀ ଲେଖିଛନ୍ତି ଯେ,

‘ଗଣତନ୍ତ୍ର ଦିବସ ଅବସରରେ ସମସ୍ତ ଦେଶବାସୀଙ୍କୁ ବହୁତ ବହୁତ ବଧେଇ । ଭାରତର ମାନ, ସମ୍ମାନ ବଢାଉଥିବା ଏହି ରାଷ୍ଟ୍ରିୟ ମହାପର୍ବ ଆପଣ ସମସ୍ତଙ୍କ ଜୀବନରେ ନୂଆ ଊର୍ଜ୍ଜା ଓ ଉତ୍ସାହ ସଂଚାର କରୁ । ବିକଶିତ ଭାରତର ସଂକଳ୍ପ ଆହୁରି ସୁଦୃଢ ହେଉ ଏହା ହିଁ କାମନା ।’

‘ଜନରାଜ୍ୟ ଦିବସର ଅନେକ ଶୁଭେଚ୍ଛା ।

ବିକଶିତ ଭାରତ ନିର୍ମାଣ ଲାଗି ଜରକ୍ଷରବଗ୍ଦର ଓଊ: ୨୨୧୮୬୯୫

ଜନରାଜ୍ୟ ଦିବସ ଉପଲକ୍ଷେ ସମସ୍ତ ନାଗରିକଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ଚକ୍ଟଗ୍ଦଗ୍ଧରୟ ଙଦ୍ଭ: ୨୬ ଔଇଘ ୨୦୨୬ ୮:୧୯ଇଗ ଭଚ୍ଚ ଚଓଈ ଊରକ୍ଷଷସ

ଜନରାଜ୍ୟ ଦିବସ ଉପଲକ୍ଷେ ସମସ୍ତ ନାଗରିକଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜ୍ଞାପନ କରିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଭାରତର ସମ୍ମାନ, ଗର୍ବ ଓ ମର୍ଯ୍ୟାଦାର ପ୍ରତୀକ ହେଉଛି ଜନରାଜ୍ୟ ଦିବସ । ସମସ୍ତ ନାଗରିକଙ୍କ ଜୀବନରେ ଏହା ନୂଆ ଊର୍ଜ୍ଜା ଓ ଉତ୍ସାହ ଭରିଦେବା ଉଚିତ ।

ଏହି ଜାତୀୟ ଉତ୍ସବରେ ସାମୂହିକ ସଂକଳ୍ପ ହିଁ ବିକଶିତ ଭାରତ ନିର୍ମାଣ କରିପାରିବ ବୋଲି ସେ ବିଶ୍ୱାସ ଜାହିର କରିଛନ୍ତି ।

‘X’ରେ ପ୍ରଧାନମନ୍ତ୍ରୀ ଲେଖିଛନ୍ତି ଯେ,

‘ଗଣତନ୍ତ୍ର ଦିବସ ଅବସରରେ ସମସ୍ତ ଦେଶବାସୀଙ୍କୁ ବହୁତ ବହୁତ ବଧେଇ । ଭାରତର ମାନ, ସମ୍ମାନ ବଢାଉଥିବା ଏହି ରାଷ୍ଟ୍ରିୟ ମହାପର୍ବ ଆପଣ ସମସ୍ତଙ୍କ ଜୀବନରେ ନୂଆ ଊର୍ଜ୍ଜା ଓ ଉତ୍ସାହ ସଂଚାର କରୁ । ବିକଶିତ ଭାରତର ସଂକଳ୍ପ ଆହୁରି ସୁଦୃଢ ହେଉ ଏହା ହିଁ କାମନା ।’

‘ଗଣତନ୍ତ୍ର ଦିବସର ଅନେକ ଶୁଭେଚ୍ଛା ।

ବିକଶିତ ଭାରତ ନିର୍ମାଣ ଲାଗି ଏହି ଅବସର ଆମ ସାମୂହିକ ସଂକଳ୍ପରେ ନୂଆ ଊର୍ଜ୍ଜା ଓ ଉତ୍ସାହ ଭରିଦେଉ ।’

PBD

(ରିଲିଜ ଆଡି: 2224964) ପରିଦର୍ଶକ କାଉଣ୍ଟର : 62