ଉପରାଷ୍ଟ୍ରପତିଙ୍କ ସଚିବାଳୟ
23 ଜାନୁଆରୀ 2026ରେ ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଗସ୍ତ କରିବେ ଉପରାଷ୍ଟ୍ରପତି ସି.ପି ରାଧାକୃଷ୍ଣନ
ପୋଷ୍ଟ କରାଯିବା ଦିନାଙ୍କ:
22 JAN 2026 7:17PM by PIB Bhubaneswar
ଭାରତର ଉପରାଷ୍ଟ୍ରପତି ଶ୍ରୀ ସି. ପି. ରାଧାକୃଷ୍ଣନ୍ 23 ଜାନୁଆରୀ 2026ରେ ଓଡ଼ିଶା ଏବଂ ପଶ୍ଚିମବଙ୍ଗକୁ ପ୍ରଥମ ଥର ପାଇଁ ଗସ୍ତ କରିବେ।
ଏହି ଗସ୍ତ ସମୟରେ, ଉପରାଷ୍ଟ୍ରପତି କଟକ ଏବଂ ପଶ୍ଚିମବଙ୍ଗର କୋଲକାତାରେ ସଂସ୍କୃତି ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ପରାକ୍ରମ ଦିବସ ସମାରୋହରେ ଯୋଗଦେବେ। ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ 129ତମ ଜନ୍ମବାର୍ଷିକୀ ପାଳନ ପାଇଁ ଏହି କାର୍ଯ୍ୟକ୍ରମଗୁଡ଼ିକ ଆୟୋଜିତ ହେଉଛି।
******
PS/Swadhin
(ରିଲିଜ ଆଡି: 2217475)
ପରିଦର୍ଶକ କାଉଣ୍ଟର : 48