ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ସୋମନାଥଙ୍କର ୧୦୦୦ ବର୍ଷର ସହନଶୀଳତାକୁ ପ୍ରଣାମ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

प्रविष्टि तिथि: 05 JAN 2026 8:59AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ୧୨୦୬ ଖ୍ରୀଷ୍ଟାବ୍ଦରେ ସୋମନାଥ ଉପରେ ପ୍ରଥମ ଆକ୍ରମଣ ପରଠାରୁ ୧୦୦୦ ବର୍ଷର ଐତିହାସିକ ମାଇଲଖୁଣ୍ଟକୁ ଚିହ୍ନିତ କରୁଥିବା ଏକ ଆଲେଖ୍ୟ ସେୟାର କରିଛନ୍ତି

ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ଯେ, ଶହ ଶହ ବର୍ଷ ଧରି ବାରମ୍ବାର ଆକ୍ରମଣ ସତ୍ତ୍ୱେ ସୋମନାଥ ଭାରତର ଚିରସ୍ଥାୟୀ ଭାବନାର ପ୍ରତୀକ ଭାବେ ତିଷ୍ଠି ରହିଛନ୍ତିସେ ଉଲ୍ଲେଖ କରିଥିଲେ ଯେ ସୋମନାଥଙ୍କ କାହାଣୀ କେବଳ ଏକ ମନ୍ଦିର ବିଷୟରେ ନୁହେଁ, ବରଂ ରାଷ୍ଟ୍ରର ସଂସ୍କୃତି ଏବଂ ସଭ୍ୟତାକୁ ସୁରକ୍ଷା ଦେଇଥିବା ଭାରତ ମାତାଙ୍କ ଅସଂଖ୍ୟ ସନ୍ତାନଙ୍କ ଅତୁଟ ସାହସ ବିଷୟରେ

ଏକ୍ସରେ ଅଲଗା ଅଲଗା ପୋଷ୍ଟରେ ଶ୍ରୀ ମୋଦୀ ଲେଖିଛନ୍ତି:

"ଜୟ ସୋମନାଥ!

୨୦୨୬ରେ ସୋମନାଥ ଉପରେ ପ୍ରଥମ ଆକ୍ରମଣ ହେବାର ୧୦୦୦ ବର୍ଷ ପୂରଣ ହୋଇଛିପରବର୍ତ୍ତୀ ସମୟରେ ବାରମ୍ବାର ଆକ୍ରମଣ ସତ୍ତ୍ୱେ, ସୋମନାଥ ଠିଆ ହୋଇଛନ୍ତି! ଏହାର କାରଣ ହେଉଛି ସୋମନାଥଙ୍କ କାହାଣୀ ଭାରତ ମାତାଙ୍କ ଅସଂଖ୍ୟ ସନ୍ତାନଙ୍କ ଅତୁଟ ସାହସ ବିଷୟରେ, ଯେଉଁମାନେ ଆମ ସଂସ୍କୃତି ଏବଂ ସଭ୍ୟତାକୁ ରକ୍ଷା କରିଥିଲେ

ଏଠାରେ ଏହି ପ୍ରସଙ୍ଗରେ ମୋର ଆଲେଖ୍ୟ ଅଛି ।


#SomnathSwabhimanParv

https://www.narendramodi.in/somnath-swabhiman-parv-a-1000-years-of-unbroken-faith-1026-2026

HS


(रिलीज़ आईडी: 2211375) आगंतुक पटल : 7
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Manipuri , Bengali , Bengali-TR , Assamese , Punjabi , Gujarati , Tamil , Telugu , Kannada , Malayalam