ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
୨୦୨୫ ଏଫ୍ଆଇଡିଇ ବିଶ୍ୱ ରାପିଡ୍ ଚେସ୍ ଚାମ୍ପିଅନ୍ସିପରେ ବ୍ରୋଞ୍ଜ ପଦକ ଜିତିଥିବା କୋନେରୁ ହମ୍ପିଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
प्रविष्टि तिथि:
29 DEC 2025 3:12PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦୋହାଠାରେ ଅନୁଷ୍ଠିତ ୨୦୨୫ ଏଫ୍ଆଇଡିଇ ବିଶ୍ୱ ରାପିଡ୍ ଚେସ୍ ଚାମ୍ପିଅନ୍ସିପରେ ମହିଳା ବର୍ଗରେ ବ୍ରୋଞ୍ଜ ପଦକ ହାସଲ କରିଥିବା କୋନେରୁ ହମ୍ପିଙ୍କୁ ଅଭିନନ୍ଦନ ଜଣାଇଛନ୍ତି। “ଖେଳ ପ୍ରତି ତାଙ୍କର ସମର୍ପଣ ପ୍ରଶଂସନୀୟ। ଆଗାମୀ ପ୍ରୟାସ ପାଇଁ ଶୁଭେଚ୍ଛା,” ଶ୍ରୀ ମୋଦୀ କହିଛନ୍ତି।
ପ୍ରଧାନମନ୍ତ୍ରୀ ‘ଏକ୍ସ’ରେ ପୋଷ୍ଟ କରିଛନ୍ତି:
“ଦୋହାରେ ୨୦୨୫ ଏଫ୍ଆଇଡିଇ ବିଶ୍ୱ ରାପିଡ୍ ଚେସ୍ ଚାମ୍ପିଅନସିପ୍ ରେ ମହିଳା ବିଭାଗରେ ବ୍ରୋଞ୍ଜ ପଦକ ହାସଲ କରି ଦୃଢ ଭାବରେ ସମାପ୍ତ କରିଥିବା କୋନେରୁ ହମ୍ପିଙ୍କୁ ଅଭିନନ୍ଦନ। ଖେଳ ପ୍ରତି ତାଙ୍କର ସମର୍ପଣ ପ୍ରଶଂସନୀୟ। ଆଗାମୀ ପ୍ରୟାସ ପାଇଁ ଶୁଭେଚ୍ଛା।”
HS
(रिलीज़ आईडी: 2209598)
आगंतुक पटल : 47
इस विज्ञप्ति को इन भाषाओं में पढ़ें:
Tamil
,
Malayalam
,
Kannada
,
Assamese
,
Bengali
,
Bengali-TR
,
English
,
Urdu
,
Marathi
,
हिन्दी
,
Manipuri
,
Punjabi
,
Gujarati
,
Telugu