ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଶ୍ରୀ ବିଶ୍ୱବନ୍ଧୁ ସେନଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ ବ୍ୟକ୍ତ
प्रविष्टि तिथि:
26 DEC 2025 11:46AM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତ୍ରିପୁରା ବିଧାନସଭାର ବାଚସ୍ପତି ଶ୍ରୀ ବିଶ୍ୱବନ୍ଧୁ ସେନଙ୍କ ବିୟୋଗରେ ଶୋକ ବ୍ୟକ୍ତ କରିଛନ୍ତି। ଶ୍ରୀ ମୋଦୀ କହିଥିଲେ ଯେ ତ୍ରିପୁରାର ପ୍ରଗତି ପାଇଁ ତାଙ୍କର ପ୍ରୟାସ ଏବଂ ଅନେକ ସାମାଜିକ କାର୍ଯ୍ୟ ପ୍ରତି ପ୍ରତିବଦ୍ଧତା ପାଇଁ ସେ ସ୍ମରଣୀୟ ହୋଇ ରହିବେ।
ପ୍ରଧାନମନ୍ତ୍ରୀ 'ଏକ୍ସ’ ରେ ପୋଷ୍ଟ କରିଛନ୍ତି:
"ତ୍ରିପୁରା ବିଧାନସଭାର ବାଚସ୍ପତି ଶ୍ରୀ ବିଶ୍ୱବନ୍ଧୁ ସେନଙ୍କ ବିୟୋଗରେ ମୁଁ ମର୍ମାହତ। ତ୍ରିପୁରାର ପ୍ରଗତି ଏବଂ ଅନେକ ସାମାଜିକାର୍ଯ୍ୟ ପ୍ରତି ପ୍ରତିବଦ୍ଧତା ବୃଦ୍ଧି ପାଇଁ ତାଙ୍କର ପ୍ରୟାସ ପାଇଁ ସେ ସ୍ମରଣୀୟ ହୋଇ ରହିବେ। ଏହି ଦୁଃଖଦ ସମୟରେ ମୋର ଚିନ୍ତାଧାରା ତାଙ୍କ ପରିବାର ଏବଂ ପ୍ରଶଂସକଙ୍କ ସହ ଅଛି। ଓମ୍ ଶାନ୍ତି "
HS
(रिलीज़ आईडी: 2209026)
आगंतुक पटल : 34
इस विज्ञप्ति को इन भाषाओं में पढ़ें:
English
,
Urdu
,
हिन्दी
,
Marathi
,
Manipuri
,
Bengali
,
Bengali-TR
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam