ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

କୃଷକଙ୍କ ଉପରେ ଗୁରୁତ୍ୱ ଦେଇ ସଂସ୍କୃତ ସୁଭାଷିତମ୍ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ

प्रविष्टि तिथि: 23 DEC 2025 9:41AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏକ ସଂସ୍କୃତ ସୁଭାଷିତମ୍ ସେୟାର କରିଛନ୍ତି-

‘‘ସୁବର୍ଣ୍ଣ-ରୌପ୍ୟ-ମାଣିକ୍ୟ-ବସନୈରପି ପୁରିତାଃ ।

ତଥାପି ପ୍ରାର୍ଥୟନ୍ତୈବ କୃଷକାନ୍‍ ଭକ୍ତତୃଷ୍ଣାୟା ।।’’

ସୁଭାଷିତମ୍ ସୂଚାଇ ଦିଏ ଯେ ସୁନା, ରୂପା, ମାଣିକ୍ୟ ଏବଂ ସୁନ୍ଦର ପୋଷାକ ଥିବା ସତ୍ତ୍ୱେ, ଲୋକମାନଙ୍କୁ ଖାଦ୍ୟ ପାଇଁ କୃଷକମାନଙ୍କ ଉପରେ ନିର୍ଭର କରିବାକୁ ପଡ଼େ।

ପ୍ରଧାନମନ୍ତ୍ରୀ ଏକ୍ସ ରେ ଲେଖିଛନ୍ତି;

‘‘ସୁବର୍ଣ୍ଣ-ରୌପ୍ୟ-ମାଣିକ୍ୟ-ବସନୈରପି ପୁରିତାଃ ।

ତଥାପି ପ୍ରାର୍ଥୟନ୍ତୈବ କୃଷକାନ୍‍ ଭକ୍ତତୃଷ୍ଣାୟା ।।’’

HS


(रिलीज़ आईडी: 2207785) आगंतुक पटल : 2
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Bengali , Assamese , Punjabi , Gujarati , Tamil , Telugu , Kannada , Malayalam