ରେଳ ମନ୍ତ୍ରଣାଳୟ
ଭାରତୀୟ ରେଳବାଇ ବ୍ରଡଗେଜ ନେଟୱାର୍କର ୯୯.୨% ବିଦ୍ୟୁତୀକରଣ ସମ୍ପୂର୍ଣ୍ଣ : ବ୍ରିଟେନ, ଋଷ ଏବଂ ଚୀନ ଠାରୁ ବହୁ ଆଗରେ
୧୪ଟି ରେଳ ଜୋନ୍ ଏବଂ ୨୫ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ୧୦୦% ବିଦ୍ୟୁତୀକରଣ
प्रविष्टि तिथि:
17 DEC 2025 3:53PM by PIB Bhubaneshwar
ରେଳ ନେଟୱାର୍କର ବିଦ୍ୟୁତୀକରଣ ଏକ ମିଶନ ମୋଡରେ କରାଯାଇଛି। ଏପର୍ଯ୍ୟନ୍ତ ପ୍ରାୟ ୯୯.୨ ପ୍ରତିଶତ ବ୍ରଡ୍ ଗେଜ୍ (ବିଜି) ନେଟୱାର୍କର ବିଦ୍ୟୁତୀକରଣ କରାଯାଇଛି। ଅବଶିଷ୍ଟ ନେଟୱର୍କର ବିଦ୍ୟୁତୀକରଣ କାର୍ଯ୍ୟ ହାତକୁ ନିଆଯାଇଛି। ୨୦୧୪-୨୫ ମଧ୍ୟରେ ଏବଂ ୨୦୧୪ ପୂର୍ବରୁ କରାଯାଇଥିବା ବିଦ୍ୟୁତୀକରଣ ନିମ୍ନରେ ଦିଆଗଲା:
|
ସମୟ
|
କିଲୋମିଟର
|
|
୨୦୧୪ ପୂର୍ବରୁ (ପ୍ରାୟ ୬୦ ବର୍ଷ)
|
୨୧,୮୦୧
|
|
୨୦୧୪-୨୫
|
୪୬,୯୦୦
|
ରେଳବାଇର ବିଦ୍ୟୁତୀକରଣ କ୍ଷେତ୍ରରେ ଭାରତୀୟ ରେଳବାଇର ସଫଳତା ବିଶ୍ୱସ୍ତରରେ ଉଲ୍ଲେଖନୀୟ। ଜୁନ ୨୦୨୫ ଇଣ୍ଟରନ୍ୟାସନାଲ ୟୁନିଅନ ଅଫ୍ ରେଲୱେ (ୟୁଆଇସି)ର ସଦ୍ୟତମ ରିପୋର୍ଟ ଅନୁଯାୟୀ, ଗୁରୁତ୍ୱପୂର୍ଣ୍ଣ ରେଳ ବ୍ୟବସ୍ଥାରେ ରେଳ ବିଦ୍ୟୁତୀକରଣ ନିମ୍ନରେ ଦିଆଗଲା:
|
ଦେଶ
|
ରେଳ ବିଦ୍ୟୁତିକରଣ
|
|
ବ୍ରିଟେନ
|
୩୯%
|
|
ଫ୍ରାନ୍ସ
|
୬୦%
|
|
ସ୍ପେନ୍
|
୬୭%
|
|
ଋଷ
|
୫୨%
|
|
ଜାପାନ
|
୬୪%
|
|
ଚୀନ୍
|
୮୨%
|
|
ସୁଇଜରଲ୍ୟାଣ୍ଡ
|
୧୦୦%
|
ଆର୍ଥିକ ବର୍ଷ ୨୦୨୩-୨୪ ଏବଂ ୨୦୨୪-୨୫ ରେ ରେଳବାଇ ବିଦ୍ୟୁତୀକରଣ ଯଥାକ୍ରମେ ୭,୧୮୮ ଏବଂ ୨,୭୦୧ ମାର୍ଗ କିଲୋମିଟର (ଆରକେଏମ) ହାସଲ କରିଛି। ଆହୁରି, ସମସ୍ତ ନୂତନ ଲାଇନ/ମଲ୍ଟି-ଟ୍ରାକିଂ ପ୍ରକଳ୍ପକୁ ମଞ୍ଜୁରୀ ଦିଆଯାଉଛି ଏବଂ ବିଦ୍ୟୁତୀକରଣ ସହିତ ନିର୍ମାଣ କରାଯାଉଛି।
ବିଦ୍ୟୁତୀକରଣର ଜୋନ ଓ୍ବାରୀ ସ୍ଥିତି ନିମ୍ନରେ ଦିଆଗଲା:
|
କ୍ରମିକ ନଂ
|
ଜୋନ୍
|
ପ୍ରତିଶତ ବିଦ୍ୟୁତକରଣ
|
|
୧
|
କେନ୍ଦ୍ର ରେଳବାଇ
|
୧୦୦%
|
|
୨
|
ପୂର୍ବତଟ ରେଳବାଇ
|
୧୦୦%
|
|
୩
|
ପୂର୍ବ କେନ୍ଦ୍ରୀୟ ରେଳବାଇ
|
୧୦୦%
|
|
୪
|
ପୂର୍ବ ରେଳବାଇ
|
୧୦୦%
|
|
୫
|
କୋଙ୍କଣ ରେଳବାଇ
|
୧୦୦%
|
|
୬
|
କୋଲକତା ମେଟ୍ରୋ
|
୧୦୦%
|
|
୭
|
ଉତ୍ତର କେନ୍ଦ୍ରୀୟ ରେଳବାଇ
|
୧୦୦%
|
|
୮
|
ଉତ୍ତର ପୂର୍ବ ରେଳବାଇ
|
୧୦୦%
|
|
୯
|
ଉତ୍ତର ରେଳବାଇ
|
୧୦୦%
|
|
୧୦
|
ଦକ୍ଷିଣ କେନ୍ଦ୍ରୀୟ ରେଳବାଇ
|
୧୦୦%
|
|
୧୧
|
ଦକ୍ଷିଣ ପୂର୍ବ କେନ୍ଦ୍ରୀୟ ରେଳବାଇ
|
୧୦୦%
|
|
୧୨
|
ଦକ୍ଷିଣ ପୂର୍ବ ରେଳବାଇ
|
୧୦୦%
|
|
୧୩
|
ପୂର୍ବ କେନ୍ଦ୍ରୀୟ ରେଳବାଇ
|
୧୦୦%
|
|
୧୪
|
ପଶ୍ଚିମ ରେଳବାଇ
|
୧୦୦%
|
|
୧୫
|
ଉତ୍ତର ପଶ୍ଚିମ ରେଳବାଇ
|
୯୮%
|
|
୧୬
|
ଦକ୍ଷିଣ ରେଳବାଇ
|
୯୮%
|
|
୧୭
|
ଉତ୍ତରପୂର୍ବ ଫ୍ରଣ୍ଟିଅର ରେଳବାଇ
|
୯୫%
|
|
୧୮
|
ଦକ୍ଷିଣ ପଶ୍ଚିମ ରେଳବାଇ
|
୯୫%
|
ବିହାର, ଝାଡ଼ଖଣ୍ଡ, ରାଜସ୍ଥାନ, ଛତିଶଗଡ଼ ଏବଂ ତାମିଲନାଡ଼ୁ ସମେତ ବିଦ୍ୟୁତୀକରଣର ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳୱାରୀ ସ୍ଥିତି ନିମ୍ନରେ ଦିଆଗଲା:
|
କ୍ରମିକ ନଂ
|
ରାଜ୍ୟ
|
ପ୍ରତିଶତ ବିଦ୍ୟୁତକରଣ
|
|
କ୍ରମିକ ନଂ
|
ରାଜ୍ୟ
|
ପ୍ରତିଶତ ବିଦ୍ୟୁତକରଣ
|
|
୧
|
ଆନ୍ଧ୍ରପ୍ରଦେଶ
|
୧୦୦%
|
|
୧୬
|
ମିଜୋରାମ
|
୧୦୦%
|
|
୨
|
ଅରୁଣାଚଳ ପ୍ରଦେଶ
|
୧୦୦%
|
|
୧୭
|
ନାଗାଲାଣ୍ଡ
|
୧୦୦%
|
|
୩
|
ବିହାର
|
୧୦୦%
|
|
୧୮
|
ଓଡିଶା
|
୧୦୦%
|
|
୪
|
ଚଣ୍ଡିଗଡ
|
୧୦୦%
|
|
୧୯
|
ପୁଡୁଚେରୀ
|
୧୦୦%
|
|
୫
|
ଛତିଶଗଡ
|
୧୦୦%
|
|
୨୦
|
ପଞ୍ଜାମ
|
୧୦୦%
|
|
୬
|
ଦିଲ୍ଲୀ
|
୧୦୦%
|
|
୨୧
|
ତେଲେଙ୍ଗାନା
|
୧୦୦%
|
|
୭
|
ଗୁଜୁରାଟ
|
୧୦୦%
|
|
୨୨
|
ତ୍ରିପୁରା
|
୧୦୦%
|
|
୮
|
ହରିଆନା
|
୧୦୦%
|
|
୨୩
|
ଉତ୍ତରପ୍ରଦେଶ
|
୧୦୦%
|
|
୯
|
ହିମାଚଳ ପ୍ରଦେଶ
|
୧୦୦%
|
|
୨୪
|
ଉତ୍ତରାଖଣ୍ଡ
|
୧୦୦%
|
|
୧୦
|
ଜାମ୍ମୁ ଏବଂ କାଶ୍ମୀର
|
୧୦୦%
|
|
୨୫
|
ପଶ୍ଚିମବଙ୍ଗ
|
୧୦୦%
|
|
୧୧
|
ଝାଡଖଣ୍ଡ
|
୧୦୦%
|
|
୨୬
|
ରାଜସ୍ଥାନ
|
୯୯%
|
|
୧୨
|
କେରଳ
|
୧୦୦%
|
|
୨୭
|
ତାମିଲନାଡୁ
|
୯୭%
|
|
୧୩
|
ମଧ୍ୟ ପ୍ରଦେଶ
|
୧୦୦%
|
|
୨୮
|
କର୍ଣ୍ଣାଟକ
|
୯୬%
|
|
୧୪
|
ମହାରାଷ୍ଟ୍ର
|
୧୦୦%
|
|
୨୯
|
ଆସାମ
|
୯୨%
|
|
୧୫
|
ମେଘାଳୟ
|
୧୦୦%
|
|
୩୦
|
ଗୋଆ
|
୯୧%
|
ଉତ୍ତର-ପୂର୍ବ କ୍ଷେତ୍ରର ଅରୁଣାଚଳ ପ୍ରଦେଶ, ମେଘାଳୟ, ନାଗାଲାଣ୍ଡ, ତ୍ରିପୁରା ଏବଂ ମିଜୋରାମ ରାଜ୍ୟରେ ବିଦ୍ୟମାନ ବ୍ରଡଗଜ୍ ନେଟୱାର୍କକୁ ୧୦୦ ପ୍ରତିଶତ ବିଦ୍ୟୁତୀକରଣ କରାଯାଇଛି। ଆହୁରି, ସମସ୍ତ ନୂତନ ଲାଇନ/ମଲ୍ଟି-ଟ୍ରାକିଂ ପ୍ରକଳ୍ପକୁ ମଞ୍ଜୁରୀ ଦିଆଯାଉଛି ଏବଂ ବିଦ୍ୟୁତକରଣ ସହିତ ନିର୍ମାଣ କରାଯାଉଛି। ଆସାମରେ ୯୨ ପ୍ରତିଶତ ବିଦ୍ୟୁତୀକରଣ କରାଯାଇ ଅବଶିଷ୍ଟ ନେଟୱାର୍କର ବିଦ୍ୟୁତୀକରଣ କାର୍ଯ୍ୟ ହାତକୁ ନିଆଯାଇଛି।
ରେଳବାଇ ବିଦ୍ୟୁତୀକରଣର ସଦ୍ୟତମ ବିବରଣୀ ଭାରତୀୟ ରେଳବାଇର ୱେବସାଇଟରେ ନିମ୍ନଲିଖିତ ଲିଙ୍କରେ ଉପଲବ୍ଧ:
https://indianrailways.gov.in/railwayboard/uploads/directorate/ele_engg/2025/Status%20of%20Railway%C2%A0Electrification%20as%20on%C2%A030_11_2025.pdf
ବିଦ୍ୟୁତୀକରଣ ପ୍ରକଳ୍ପ (ଗୁଡ଼ିକ) ର ସମାପ୍ତି ବିଭିନ୍ନ କାରଣ ଉପରେ ନିର୍ଭର କରେ, ଯେପରିକି ଜଙ୍ଗଲ ବିଭାଗର ଅଧିକାରୀଙ୍କ ଦ୍ୱାରା ଜଙ୍ଗଲ ମଞ୍ଜୁରୀ, ଉଲ୍ଲଙ୍ଘନ କରୁଥିବା ଉପଯୋଗିତାଗୁଡ଼ିକର ସ୍ଥାନାନ୍ତର, ବିଭିନ୍ନ କର୍ତ୍ତୃପକ୍ଷଙ୍କ ଠାରୁ ବୈଧାନିକ ମଞ୍ଜୁରୀ, ଅଞ୍ଚଳର ଭୂତାତ୍ତ୍ୱିକ ଏବଂ ଭୌଗୋଳିକ ଅବସ୍ଥା, ପ୍ରକଳ୍ପ ଗୁଡ଼ିକର ସ୍ଥାନରେ ଆଇନ ଶୃଙ୍ଖଳା ପରିସ୍ଥିତି, ଜଳବାୟୁ ପରିସ୍ଥିତି କାରଣରୁ ନିର୍ଦ୍ଦିଷ୍ଟ ପ୍ରକଳ୍ପ ସ୍ଥାନ ପାଇଁ ବର୍ଷରେ କାର୍ଯ୍ୟ ମାସ ସଂଖ୍ୟା ଇତ୍ୟାଦି। ଏହି ସମସ୍ତ କାରଣ ପ୍ରକଳ୍ପ (ଗୁଡ଼ିକ) ର ସମାପ୍ତି ସମୟକୁ ପ୍ରଭାବିତ କରିଥାଏ।
ସଡ଼କ ପରିବହନ ତୁଳନାରେ ରେଳବାଇ ଦ୍ୱାରା ପରିବହନରେ ଅଙ୍ଗାରକାମ୍ଳ ନିର୍ଗମନରେ ହ୍ରାସ ନିମ୍ନରେ ଦିଆଯାଇଛି (ସନ୍ଦର୍ଭ:-ନୀତି ଆୟୋଗଙ୍କ "ଭାରତରେ ଦ୍ରୁତ ଟ୍ରାକିଂ ମାଲ ପରିବହନ, ଜୁନ୍ ୨୦୨୧" ଶୀର୍ଷକ ରିପୋର୍ଟ)
|
ପରିବହନ
|
ଗୋଟିଏ କିଲୋମିଟରରେ ଗୋଟିଏ ଟନ୍ ମାଲ ପରିବହନ ଦ୍ବାରା ହ୍ରାସ ହେଉଥିବା ଅଙ୍ଗାରକାମ୍ଳ
|
|
ସଡକ
|
୧୦୧ ଗ୍ରାମ
|
|
ରେଳ
|
୧୧.୫ ଗ୍ରାମ (ପ୍ରାୟ ୮୯% କମ୍)
|
ଭାରତୀୟ ରେଳବାଇ ଅକ୍ଷୟ ଶକ୍ତି ଉତ୍ସ, ସୌର, ପବନ ଏବଂ ଅନ୍ୟାନ୍ୟ ଅକ୍ଷୟ ଉତ୍ସଗୁଡ଼ିକର ମିଳିତ ଉପଯୋଗ ସହିତ ପାଖାପାଖି ସମ୍ପୂର୍ଣ୍ଣ ରେଳ ବିଦ୍ୟୁତୀକରଣ ମାଧ୍ୟମରେ ସ୍ଥାୟୀ ପରିଚାଳନା ପାଇଁ ପ୍ରତିବଦ୍ଧ, ଯାହା ରଣନୈତିକ ଶକ୍ତି କ୍ରୟ ଯୋଜନା ଉପରେ ଆଧାରିତ, ଏହିପରି କାର୍ବନ ହ୍ରାସରେ ଯୋଗଦାନ କରିଥାଏ।
କେନ୍ଦ୍ର ରେଳ, ସୂଚନା ଓ ପ୍ରସାରଣ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଲୋକସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଏହି ସୂଚନା ପ୍ରଦାନ କରିଛନ୍ତି।
HS
(रिलीज़ आईडी: 2205625)
आगंतुक पटल : 6