ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଏକ ସଂସ୍କୃତ ଶ୍ଲୋକର ଉଲ୍ଲଖ କରି ପ୍ରକୃତ ସୁଖର ମାର୍ଗ ଭାବେ ଆତ୍ମନିର୍ଭରଶୀଳତାର ସାର ଉପରେ ଗୁରୁତ୍ୱାରୋପ କରିଛନ୍ତି ପ୍ରଧାନମନ୍ତ୍ରୀ
प्रविष्टि तिथि:
15 DEC 2025 8:41AM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭାରତୀୟ ଜ୍ଞାନ ଉପରେ ଆଲୋକପାତ କରିଛନ୍ତି ଯାହା ବ୍ୟକ୍ତିଗତ ଏବଂ ଜାତୀୟ ପ୍ରଗତିର କେନ୍ଦ୍ରରେ ଆତ୍ମ-ଶୃଙ୍ଖଳା ଏବଂ ଆତ୍ମନିର୍ଭରଶୀଳତାକୁ ସ୍ଥାନ ଦେଇଥାଏ।
ଏକ ଶାସ୍ତ୍ରୀୟ ସଂସ୍କୃତ ଉକ୍ତି ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ ନିର୍ଭରଶୀଳତା ଦୁଃଖକୁ ଜନ୍ମ ଦେଇଥାଏ, ଯେତେବେଳେ କି ନିଜ କାର୍ଯ୍ୟ ଉପରେ ନିପୁଣତା ସ୍ଥାୟୀ ସୁଖକୁ ନେଇଥାଏ।
ଏକ୍ସ ରେ ଏକ ପୋଷ୍ଟରେ ଶ୍ରୀ ମୋଦୀ ସଂସ୍କୃତରେ ଲେଖିଛନ୍ତି:
‘‘ ସର୍ବ ପରବଶଂ ଦୁଃଖଂ ସର୍ବମାତ୍ମବଶଂ ସୁଖମ୍ ।
ଏତଦ୍ ବିଧାତ୍ ସମାସେନ ଲକ୍ଷଣଂ ସୁଖଦୁଃଖୟେ ।।’’
HS
(रिलीज़ आईडी: 2204006)
आगंतुक पटल : 38
इस विज्ञप्ति को इन भाषाओं में पढ़ें:
English
,
Urdu
,
Marathi
,
हिन्दी
,
Manipuri
,
Bengali
,
Bengali-TR
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam