ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଭାରତର ବୟନ ଶିଳ୍ପର ୧୧ ବର୍ଷର ଐତିହାସିକ ପରିବର୍ତ୍ତନ ଉପରେ ଆଲୋକପାତ କରୁଥିବା ଏକ ପ୍ରବନ୍ଧ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 12 DEC 2025 4:30PM by PIB Bhubaneshwar


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ପ୍ରବନ୍ଧ ସେୟାର କରିଛନ୍ତି, ଯାହା ଗତ ୧୧ ବର୍ଷ ମଧ୍ୟରେ ଭାରତର ବୟନ ଶିଳ୍ପ କ୍ଷେତ୍ରରେ ହୋଇଥିବା ଉଲ୍ଲେଖନୀୟ ପରିବର୍ତ୍ତନକୁ ରେଖାଙ୍କିତ କରିଛି, ଯାହା ଅଭୂତପୂର୍ବ ଅଭିବୃଦ୍ଧି, ଆଧୁନିକୀକରଣ ଏବଂ ମୂଲ୍ୟ ଶୃଙ୍ଖଳାରେ ଅନ୍ତର୍ଭୂକ୍ତିର ସମୟକୁ ଚିହ୍ନିତ କରିଛି । 
‘ଏକ୍ସ’ରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଗିରିରାଜ ସିଂହଙ୍କ ଏକ ପୋଷ୍ଟର ଉତ୍ତରରେ ଶ୍ରୀ ମୋଦୀ କହିଛନ୍ତି :
"ଗତ ୧୧ ବର୍ଷ ମଧ୍ୟରେ, ଭାରତର ବୟନ ଶିଳ୍ପ କ୍ଷେତ୍ରରେ ଐତିହାସିକ ପରିବର୍ତ୍ତନ ଆସିଛି: ସୁଦୃଢ଼ ଭିତ୍ତିଭୂମି, ସମ୍ପ୍ରସାରିତ ବଜାର, ଉନ୍ନତ କୌଶଳ, ବ୍ୟାପକ ଅନ୍ତର୍ଭୂକ୍ତିକରଣ ଏବଂ ଆହୁରି ଅନେକ କିଛି। ଏକ ମୂଲ୍ୟ ଶୃଙ୍ଖଳା ଯାହା ବର୍ତ୍ତମାନ ନିଯୁକ୍ତି ସୃଷ୍ଟି, ମହିଳା ସଶକ୍ତିକରଣ ଏବଂ ବିଶ୍ୱସ୍ତରୀୟ ପ୍ରତିଦ୍ୱନ୍ଦ୍ୱିତାକୁ ଇନ୍ଧନ ଯୋଗାଉଛି! 
ଶ୍ରୀ ଗିରିରାଜ ସିଂହଙ୍କ ଦ୍ୱାରା ଏହି ଖଣ୍ଡଟି ମୂଳ ବିବର୍ତ୍ତନକୁ ବ୍ୟାଖ୍ୟା କରୁଛି, ପଢ଼ନ୍ତୁ! " 
HS


(ରିଲିଜ ଆଡି: 2203404) ପରିଦର୍ଶକ କାଉଣ୍ଟର : 26