ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ସ୍ପଷ୍ଟ ନୀତି, ନିରନ୍ତର କାର୍ଯ୍ୟ ଏବଂ ତୃଣମୂଳ ସ୍ତରର ପଦକ୍ଷେପ ସହ ବାଲ୍ୟବିବାହ ସମାପ୍ତ କରିବା ପାଇଁ ଭାରତର ପ୍ରୟାସକୁ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଆଲେଖ୍ୟ ସେୟାର

ପୋଷ୍ଟ କରାଯିବା ଦିନାଙ୍କ: 28 NOV 2025 2:54PM by PIB Bhubaneswar

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ଆଲେଖ୍ୟ ଶେୟାର କରିଛନ୍ତି, ଯେଉଁଥିରେ ବାଲ୍ୟବିବାହକୁ ସମାପ୍ତ କରିବା ପାଇଁ ସ୍ପଷ୍ଟ ନୀତି, ନିରନ୍ତର କାର୍ଯ୍ୟ ଏବଂ ତୃଣମୂଳସ୍ତରୀୟ ପଦକ୍ଷେପ ଜରିଆରେ ଭାରତର ପ୍ରୟାସ ଉପରେ ଆଲୋପାତ କରାଯାଇଛି

କେନ୍ଦ୍ର ମନ୍ତ୍ରୀ ଶ୍ରୀମତୀ ଅନ୍ନପୂର୍ଣ୍ଣା ଦେବୀଙ୍କ ଏକ୍ସରେ ଏକ ପୋଷ୍ଟର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ ଲେଖିଛନ୍ତି;

“କେନ୍ଦ୍ର ମନ୍ତ୍ରୀ ଶ୍ରୀମତୀ ଅନ୍ନପୂର୍ଣ୍ଣା ଦେବୀ ଜୀ ଲେଖିଛନ୍ତି ଯେ, କିଛି ବର୍ଷ ପୂର୍ବରୁ ବାଲ୍ୟ ବିବାହକୁ ସମାପ୍ତ କରିବାର ବିଚାର ବହୁତ ଦୂର, ଏପରିକି ଅସମ୍ଭବ ମନେ ହେଉଥିଲା କିନ୍ତୁ ଏହାକୁ ପ୍ରକୃତରେ ସମୂଳେ ଉଚ୍ଛେଦ କରାଯାଇପାରିବ, ତାହା ଭାରତ ନିଜର ଉଦ୍ୟମ ଜରିଆରେ ଦେଖାଇ ଦେଇଛି ଆମେ ସ୍ପଷ୍ଟ ନୀତି, ନିରନ୍ତର କାର୍ଯ୍ୟ ଏବଂ ତୃଣମୂଳସ୍ତରୀୟ ପ୍ରୟାସ ଜରିଆରେ ପ୍ରମାଣ କରିଦେଇଛୁ ଯେ, ଇଚ୍ଛା ଥିଲେ ସବୁ ପ୍ରକାର ପରିବର୍ତ୍ତନ ସମ୍ଭବ ।”

 

SR


(ରିଲିଜ ଆଡି: 2196646) ପରିଦର୍ଶକ କାଉଣ୍ଟର : 30