ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ରାଣୀ ଲକ୍ଷ୍ମୀବାଈଙ୍କ ଜୟନ୍ତୀରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ପୋଷ୍ଟ କରାଯିବା ଦିନାଙ୍କ: 19 NOV 2025 7:51AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାଣୀ ଲକ୍ଷ୍ମୀବାଈଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି

ଶ୍ରୀ ମୋଦୀ କହିଛନ୍ତି ଯେ, ପ୍ରଥମ ସ୍ୱାଧୀନତା ସଂଗ୍ରାମ ସମୟରେ ତାଙ୍କର ସାହସ ଏବଂ ବୀରତ୍ୱର କାହାଣୀ ଭାରତୀୟମାନଙ୍କୁ ପ୍ରେରଣା ଏବଂ ଆବେଗରେ ଭରି ଚାଳିଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ମାତୃଭୂମିର ସମ୍ମାନ ରକ୍ଷା ପାଇଁ ତାଙ୍କର ବଳିଦାନ ଏବଂ ସଂଘର୍ଷକୁ ଚିରକୃତଜ୍ଞ ରାଷ୍ଟ୍ର କେବେ ଭୂଲି ପାରିବ ନାହିଁ

ପ୍ରଧାନମନ୍ତ୍ରୀ ଏକ୍ସରେ ଲେଖିଛନ୍ତି;

ଭାରତ ମାଆର ଅମର ବୀରାଙ୍ଗନା ରାଣୀ ଲକ୍ଷ୍ମୀବାଈଙ୍କ ଜୟନ୍ତୀ ଅବରସରରେ ତାଙ୍କୁ ଆଦରପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ପ୍ରଥମ ସ୍ୱାଧୀନତା ସଂଗ୍ରାମ ସମୟରେ ତାଙ୍କର ବୀରତ୍ୱ ଏବଂ ପରାକ୍ରମର ଗାଥା ଆଜି ମଧ୍ୟ ଦେଶବାସୀଙ୍କୁ ଉତ୍ସାହ ତଥା ଆଗେବରେ ଭରି ଦେଇଥାଏ ମାତୃଭୂମିର ସମ୍ମାନ ରକ୍ଷା ପାଇଁ ତାଙ୍କର ବଳିଦାନ ଏବଂ ସଂଘର୍ଷକୁ କୃତଜ୍ଞ ରାଷ୍ଟ୍ର କେବେ ଭୂଲି ପାରିବ ନାହିଁ

SR

 

 


(ରିଲିଜ ଆଡି: 2191592) ପରିଦର୍ଶକ କାଉଣ୍ଟର : 35