କ୍ୟାବିନେଟ
azadi ka amrit mahotsav

‘ବନ୍ଦେ ମାତରମ୍’ର ୧୫୦ତମ ବର୍ଷ ପୂର୍ତ୍ତି ସମାରୋହକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ

ପୋଷ୍ଟ କରାଯିବା ଦିନାଙ୍କ: 01 OCT 2025 3:30PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟର ଭାରତର ସ୍ୱତନ୍ତ୍ରତା ସଂଗ୍ରାମର ରାଷ୍ଟ୍ରୀୟ ଗୀତ ‘ବନ୍ଦେ ମାତରମ୍’ର ଐତିହାସିକ ଭୂମିକାକୁ ମାନ୍ୟତା ଦେବା ଉଦ୍ଦେଶ୍ୟରେ, ଏହାର ୧୫୦ତମ ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ହେବାକୁ ଥିବା ରାଷ୍ଟ୍ରବ୍ୟାପୀ ସମାରୋହକୁ ମଞ୍ଜୁରୀ ଦେଇଛି । ଏହି ସମାରୋହର ଉଦ୍ଦେଶ୍ୟ ଦେଶବ୍ୟାପୀ, ବିଶେଷ ଭାବେ ଯୁବା ଏବଂ ଛାତ୍ରମାନଙ୍କ ମଧ୍ୟରେ ଏହି ଗୀତର ମହତ୍ତ୍ଵ ବାବଦରେ ବ୍ୟାପକ ଜାଗରୁକତା ସୃଷ୍ଟି ପାଇଁ ଦେଶବ୍ୟାପୀ ପଦକ୍ଷେପ ନେବା ।

SR  


(ରିଲିଜ ଆଡି: 2191286) ପରିଦର୍ଶକ କାଉଣ୍ଟର : 52