ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଚନ୍ଦ୍ରାୟାଣ ମିଶନ ସମ୍ପର୍କରେ ଲେଖିଲେ ଇସ୍ରୋର ପୂର୍ବତନ ଅଧ୍ୟକ୍ଷ ଶ୍ରୀ ଜି. ମାଧବନ ନାୟାର

ପୋଷ୍ଟ କରାଯିବା ଦିନାଙ୍କ: 30 AUG 2023 9:02PM by PIB Bhubaneshwar

ଇସ୍ରୋର ପୂର୍ବତନ ଅଧ୍ୟକ୍ଷ ଜି. ମାଧବନ ନାୟାର ଚନ୍ଦ୍ରାୟାଣ ମିଶନ ସମ୍ପର୍କରେ ଏକ ପ୍ରବନ୍ଧ ଲେଖିଛନ୍ତି । ଏହାସହ ମହାକାଶ ପ୍ରଯୁକ୍ତି ବିଜ୍ଞାନ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଭିମୁଖ୍ୟ ସମ୍ବନ୍ଧରେ ସେ ଅବତାରଣା କରିଛନ୍ତି ।

ଏକ୍ସରେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶ ପାଇଛି ଯେ,

‘ପୂର୍ବତନ ଇସ୍ରୋ ଅଧ୍ୟକ୍ଷ ଶ୍ରୀ ଜି. ମାଧବନ ନାୟାର ଅନ୍ତର୍ଦୃଷ୍ଟି ସମ୍ପନ୍ନ ଏକ ପ୍ରବନ୍ଧ ଲେଖିଛନ୍ତି । ଭାରତର ମହାକାଶ ବିଜ୍ଞାନକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ସବୁବେଳେ ଫୋକସ ରହିଆସିଛି । ବୈଜ୍ଞାନିକ ସମୁଦାୟଙ୍କ ପ୍ରତି ପ୍ରଧାନମନ୍ତ୍ରୀଙ୍କ ସାହାଯ୍ୟ, ସହଯୋଗକୁ ସେ ଭୂୟସୀ ପ୍ରଶଂସା କରିଛନ୍ତି ।’

ଚନ୍ଦ୍ରାୟାଣ ମିଶନ ଉପରେ ପୂର୍ବତନ ଇସ୍ରୋ ଅଧ୍ୟକ୍ଷ ଶ୍ରୀ ଜି. ମାଧବନ ନାୟାର ଏକ ଅନ୍ତର୍ଦୃଷ୍ଟି ସମ୍ପନ୍ନ ପ୍ରବନ୍ଧ ଲେଖିଛନ୍ତି ।

ମହାକାଶ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ଉପରେ ପ୍ରଧାନମନ୍ତ୍ରୀଙ୍କର ସବୁବେଳେ ଫୋକସ ରହିଆସିଥିବା ସେ ବିସ୍ତୀର୍ଣ୍ଣ ଭାବରେ ଅବତାରଣା କରିଛନ୍ତି । ବୈଜ୍ଞାନିକ ସମୁଦାୟଙ୍କ ପ୍ରତି ରହିଥିବା ପ୍ରଧାନମନ୍ତ୍ରୀଙ୍କ ସହଯୋଗକୁ ସେ ପ୍ରଶଂସା କରିଛନ୍ତି ।

-       ପିଏମଓ ଭାରତ  

PBD


(ରିଲିଜ ଆଡି: 2187758) ପରିଦର୍ଶକ କାଉଣ୍ଟର : 23