ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ସମବାୟ ପାଇଁ ବିଶ୍ୱ ମାନ୍ୟତାରେ ପ୍ରଥମ ଏବଂ ଦ୍ୱିତୀୟ ସ୍ଥାନ ହାସଲ କରିଥିବାରୁ ଅମୁଲ ଏବଂ ଇଫକୋକୁ ପ୍ରଧାନମନ୍ତ୍ରୀ ଅଭିନନ୍ଦନ
प्रविष्टि तिथि:
05 NOV 2025 10:04PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସମବାୟ ପାଇଁ ବିଶ୍ୱ ମାନ୍ୟତାରେ ଯଥାକ୍ରମେ ପ୍ରଥମ ଏବଂ ଦ୍ୱିତୀୟ ସ୍ଥାନ ହାସଲ କରିଥିବାରୁ ଭାରତର ଦୁଇ ଅଗ୍ରଣୀ ସମବାୟ ଅନୁଷ୍ଠାନ ଅମୁଲ ଏବଂ ଇଫକୋକୁ ଅଭିନନ୍ଦନ ଜଣାଇଛନ୍ତି। "ଭାରତର ସମବାୟ କ୍ଷେତ୍ର ଜୀବନ୍ତ ଏବଂ ଅନେକଙ୍କ ଜୀବନରେ ମଧ୍ୟ ପରିବର୍ତ୍ତନ ଆଣୁଛି। ଆଗାମୀ ସମୟରେ ଏହି କ୍ଷେତ୍ରକୁ ଆହୁରି ପ୍ରୋତ୍ସାହିତ କରିବା ପାଇଁ ଆମ ସରକାର ଅନେକ ପଦକ୍ଷେପ ନେଉଛନ୍ତି ବୋଲି ଶ୍ରୀ ମୋଦୀ କହିଛନ୍ତି।
ପ୍ରଧାନମନ୍ତ୍ରୀ 'ଏକ୍ସ "ରେ ପୋଷ୍ଟ କରିଛନ୍ତି:
"ଅମୁଲ ଏବଂ ଇଫକୋକୁ ଅଭିନନ୍ଦନ। ଭାରତର ସମବାୟ କ୍ଷେତ୍ର ଜୀବନ୍ତ ଏବଂ ଅନେକଙ୍କ ଜୀବନରେ ମଧ୍ୟ ପରିବର୍ତ୍ତନ ଆଣୁଛି। ଆଗାମୀ ସମୟରେ ଏହି କ୍ଷେତ୍ରକୁ ଆହୁରି ପ୍ରୋତ୍ସାହିତ କରିବା ପାଇଁ ଆମ ସରକାର ଅନେକ ପଦକ୍ଷେପ ନେଉଛନ୍ତି
HS
(रिलीज़ आईडी: 2187013)
आगंतुक पटल : 23
इस विज्ञप्ति को इन भाषाओं में पढ़ें:
English
,
Urdu
,
Marathi
,
हिन्दी
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Kannada
,
Malayalam