ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଏସୀୟ ଯୁବ କ୍ରୀଡା ୨୦୨୫ରେ ଐତିହାସିକ ପ୍ରଦର୍ଶନ ପାଇଁ ଯୁବ କ୍ରୀଡାବିତମାନଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ
प्रविष्टि तिथि:
02 NOV 2025 1:09PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏସୀୟ ଯୁବ କ୍ରୀଡା ୨୦୨୫ରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଯୁବ କ୍ରୀଡାବିତମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । କ୍ରୀଡାବିତମାନେ ବର୍ତ୍ତମାନ ସୁଦ୍ଧା ୪୮ ପଦକ ହାସଲ କରିଛନ୍ତି ।
ଏକ୍ସରେ ଏକ ପୋଷ୍ଟରେ ପ୍ରାଧାନମନ୍ତ୍ରୀ କହିଛନ୍ତି;
“ଆମର ଯୁବ କ୍ରୀଡାବିତମାନେ ଏସୀୟ ଯୁବ କ୍ରୀଡା ୨୦୨୫ରେ ସେମାନଙ୍କର ସର୍ବୋତ୍ତମ ପ୍ରଦର୍ଶନ ସହିତ ୪୮ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି । କ୍ରୀଡାବିତ ଦଳକୁ ଅଭିନନ୍ଦନ । ସେମାନଙ୍କର ଆଗ୍ରହ, ଦୃଢ଼ ନିଷ୍ଠା ଏବଂ କଠିନ ପରିଶ୍ରମ ସ୍ପଷ୍ଟ ଦୃଶ୍ୟମାନ ହେଉଛି । ସେମାନଙ୍କର ଭବିଷ୍ୟତ ପ୍ରୟାସ ପାଇଁ ମୋର ଶୁଭକାମନା ।”
SR
(रिलीज़ आईडी: 2185658)
आगंतुक पटल : 25
इस विज्ञप्ति को इन भाषाओं में पढ़ें:
Bengali
,
English
,
Urdu
,
Marathi
,
हिन्दी
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam