ଅର୍ଥ ମନ୍ତ୍ରଣାଳୟ
azadi ka amrit mahotsav

ଟିକସ ହସ୍ତାନ୍ତର ବାବଦରେ ଓଡିଶାକୁ ଆଗୁଆ ୪୬୦୧ କୋଟି

प्रविष्टि तिथि: 01 OCT 2025 8:03PM by PIB Bhubaneshwar

ସମସ୍ତ ରାଜ୍ୟକୁ ୧,୦୧,୬୦୩ କୋଟି ଟଙ୍କା ପ୍ରଦାନ କରିଛନ୍ତି କେନ୍ଦ୍ର ସରକାର

ଆଗାମୀ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଏବଂ ରାଜ୍ୟଗୁଡ଼ିକୁ ପୁଞ୍ଜି ଖର୍ଚ୍ଚକୁ ତ୍ୱରାନ୍ୱିତ କରିବା ଏବଂ ସେମାନଙ୍କ ବିକାଶ ସମ୍ବନ୍ଧୀୟ ଖର୍ଚ୍ଚ ପାଇଁ ଅର୍ଥ ଯୋଗାଇବା ପାଇଁ କେନ୍ଦ୍ର ସରକାର ଟିକସ ହସ୍ତାନ୍ତରର ଏକ ଅଗ୍ରୀମ କିସ୍ତି ଭାବେ ରାଜ୍ୟ ସରକାରମାନଙ୍କୁ ୧,୦୧,୬୦୩ କୋଟି ଟଙ୍କାର ଟିକସ ହସ୍ତାନ୍ତର କରିଥିବାବେଳେ ଓଡିଶା ସରକାରକୁ ୪୬୦୧ କୋଟି ଟଙ୍କା ଦେଇଛନ୍ତି ।

ଅର୍ଥ ଯୋଗାଇବା ପାଇଁ, କେନ୍ଦ୍ର ସରକାର ୨୦୨୫ ମସିହା ଅକ୍ଟୋବର ୧୦ ତାରିଖରେ ଜାରି ହେବାକୁ ଥିବା ସାଧାରଣ ମାସିକ ହସ୍ତାନ୍ତର ବ୍ୟତୀତ ୨୦୨୫ ଅକ୍ଟୋବରତାରିଖରେ ରାଜ୍ୟ ସରକାରମାନଙ୍କୁ ଅତିରିକ୍ତ ୧,୦୧,୬୦୩ କୋଟି ଟଙ୍କାର ଟିକସ ହସ୍ତାନ୍ତର ଜାରି କରିଛନ୍ତି

ଅନ୍ୟ ରାଜ୍ୟମାନେ ପାଇଥିବା ଅର୍ଥ ନିମ୍ନରେ ପ୍ରଦାନ କରାଗଲା :

 

S. No.

State

Amount in ₹ crore

1

ANDHRA PRADESH

4112

2

ARUNACHAL PRADESH

1785

3

ASSAM

3178

4

BIHAR

10219

5

CHHATTISGARH

3462

6

GOA

392

7

GUJARAT

3534

8

HARYANA

1111

9

HIMACHAL PRADESH

843

10

JHARKHAND

3360

11

KARNATAKA

3705

12

KERALA

1956

13

MADHYA PRADESH

7976

14

MAHARASHTRA

6418

15

MANIPUR

727

16

MEGHALAYA

779

17

MIZORAM

508

18

NAGALAND

578

19

ODISHA

4601

20

PUNJAB

1836

21

RAJASTHAN

6123

22

SIKKIM

394

23

TAMIL NADU

4144

24

TELANGANA

2136

25

TRIPURA

719

26

UTTAR PRADESH

18227

27

UTTARAKHAND

1136

28

WEST BENGAL

7644

 

HS


(रिलीज़ आईडी: 2173984) आगंतुक पटल : 24
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Punjabi , Tamil , Malayalam