ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ତିନୋଟି ଏଆଇ ଉତ୍କର୍ଷ କେନ୍ଦ୍ର ( ସିଓଇ ) ପ୍ରତିଷ୍ଠାକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
15 OCT 2024 10:45PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସ୍ୱାସ୍ଥ୍ୟସେବା, କୃଷି ଏବଂ ସ୍ଥାୟୀ ସହର ଉପରେ କେନ୍ଦ୍ରିତ ତିନୋଟି ଏଆଇ ଉତ୍କର୍ଷ କେନ୍ଦ୍ର ( ସିଓଇ ) ପ୍ରତିଷ୍ଠାକୁ ପ୍ରଶଂସା କରିଛନ୍ତି।
କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ X ଉପରେ ଏକ ପୋଷ୍ଟର ଉତ୍ତରରେ ପ୍ରଧାନମନ୍ତ୍ରୀ ଲେଖିଛନ୍ତି :
ଏହା "ଟେକ୍ନୋଲୋଜି, ନବସୃଜନ ଏବଂ ଏଆଇ କ୍ଷେତ୍ରରେ ଏକ ଅଗ୍ରଣୀ ହେବା ପାଇଁ ଭାରତର ପ୍ରୟାସ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ମୁଁ ନିଶ୍ଚିତ ଯେ ଏହି ସିଓଇଗୁଡ଼ିକ ଆମର ଯୁବ ଶକ୍ତିକୁ ଲାଭବାନ କରିବେ ଏବଂ ଭାରତକୁ ଭବିଷ୍ୟତର ଅଭିବୃଦ୍ଧିର କେନ୍ଦ୍ର କରିବାରେ ଯୋଗଦାନ ଦେବେ।"
***
SSP
(ରିଲିଜ ଆଡି: 2173085)
ପରିଦର୍ଶକ କାଉଣ୍ଟର : 18
ଏହି ରିଲିଜ ପଢନ୍ତୁ :
Assamese
,
English
,
Urdu
,
Marathi
,
हिन्दी
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam