ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ନବରାତ୍ରୀର ଚତୁର୍ଥ ଦିନରେ ଦେବୀ କୁଷ୍ମାଣ୍ଡାଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରାର୍ଥନା

Posted On: 25 SEP 2025 8:08AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନବରାତ୍ରୀର ଚତୁର୍ଥ ଦିନରେ ଦେବୀ କୁଷ୍ମାଣ୍ଡାଙ୍କୁ ପ୍ରାର୍ଥନା କରିଛନ୍ତି ।

ଏକ୍ସରେ ଏକ ଭିଡିଓ ସେୟାର କରି ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି;

“ନବରାତ୍ରୀରେ ଆଜି ଦେବୀ ମାତାଙ୍କ ଚତୁର୍ଥ ସ୍ୱରୂପ ମା’ କୁଷ୍ମାଣ୍ଡାଙ୍କୁ ମୋର ସାଦର ପ୍ରଣାମ! ସୂର୍ଯ୍ୟଙ୍କ ସମାନ ଦୈଦୀପ୍ୟମାନ ଦେବୀ ମା’ଙ୍କୁ ଏହା ପ୍ରାର୍ଥନା, ସେ ସମସ୍ତ ଭକ୍ତଙ୍କୁ ସମ୍ପନ୍ନତା ଓ ପ୍ରସନ୍ନତାର ଆଶୀର୍ବାଦ ଦିଅନ୍ତୁ । ତାଙ୍କର ଦିବ୍ୟ ଆଲୋକ ପ୍ରତ୍ୟେକଙ୍କ ଜୀବନକୁ ଆଲୋକିତ କରୁ ।

https://www.youtube.com/watch?v=K80a0dZzyKM” 

SR


(Release ID: 2171025) Visitor Counter : 9