ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ନବରାତ୍ରିର ସପ୍ତମ ଦିନରେ ଦେବୀ କାଳରାତ୍ରିଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରାର୍ଥନା

ପୋଷ୍ଟ କରାଯିବା ଦିନାଙ୍କ: 09 OCT 2024 8:56AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନବରାତ୍ରିର ସପ୍ତମ ଦିନରେ ଦେବୀ କାଳରାତ୍ରିଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି।

ପ୍ରଧାନମନ୍ତ୍ରୀ X ରେ ପୋଷ୍ଟ କରିଛନ୍ତି :

"ନବରାତ୍ରିର ମହାସପ୍ତମୀ ହେଉଛି ମା' କାଳରାତ୍ରିଙ୍କ ପୂଜା କରିବାର ପବିତ୍ର ଦିନ। ଆମର କାମନା ଯେ ମା'ଙ୍କ ଆଶୀର୍ବାଦରେ, ତାଙ୍କ ସମସ୍ତ ଭକ୍ତଙ୍କ ଜୀବନ ଭୟମୁକ୍ତ ହେଉ। ଆପଣ ସମସ୍ତଙ୍କ ପାଇଁ ମା' କାଳରାତ୍ରିଙ୍କ ଉଦ୍ଦେଶ୍ୟରେ ଏକ ଭଜନ..."

 

***

SSP


 


(ରିଲିଜ ଆଡି: 2170031) ପରିଦର୍ଶକ କାଉଣ୍ଟର : 25