ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ନବରାତ୍ରୀର ଦ୍ୱିତୀୟ ଦିନରେ ଦେବୀ ବ୍ରହ୍ମଚାରିଣୀଙ୍କୁ ପ୍ରାର୍ଥନା କଲେ ପ୍ରଧାନମନ୍ତ୍ରୀ

प्रविष्टि तिथि: 23 SEP 2025 9:10AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନବରାତ୍ରୀର ଦ୍ୱିତୀୟ ଦିନରେ ଦେବୀ ବ୍ରହ୍ମଚାରିଣୀଙ୍କୁ ପ୍ରାର୍ଥନା କରିଛନ୍ତି ।

ପ୍ରଧାନମନ୍ତ୍ରୀ ଏକ୍ସରେ ଏକ ଭିଡିଓ ସେୟାର କରି ପୋଷ୍ଟ କରିଛନ୍ତି;

“ନବରାତ୍ରୀରେ ଆଜି ମା’ ବ୍ରହ୍ମଚାରିଣୀଙ୍କ ଚରଣରେ କୋଟି କୋଟି ନମନ! ଦେବୀ ମାତା ତାଙ୍କର ସମସ୍ତ ସାଧକଙ୍କୁ ସାହସ ଏବଂ ସଂଯମର ଆଶୀର୍ବାଦ ପ୍ରଦାନ କରନ୍ତୁ ।”

SR


(रिलीज़ आईडी: 2169942) आगंतुक पटल : 39
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Bengali , Bengali-TR , Assamese , Manipuri , Punjabi , Gujarati , Tamil , Telugu , Kannada , Malayalam