ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ମହିଳା ସଶକ୍ତିକରଣ ପାଇଁ ଶିକ୍ଷାଗତ ସଂସ୍କାରର ପ୍ରଭାବକୁ ଗୁରୁତ୍ୱାରୋପ କରିଛନ୍ତି ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 27 JAN 2024 8:08PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମହିଳା ସଶକ୍ତିକରଣ ପାଇଁ ଶିକ୍ଷାଗତ ସଂସ୍କାରର ପ୍ରଭାବକୁ ଗୁରୁତ୍ୱାରୋପ କରିଛନ୍ତି।

 

କେନ୍ଦ୍ର ଶିକ୍ଷା ଏବଂ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଏକ ପୋଷ୍ଟ ସେୟାର କରି ସେ କହିଛନ୍ତି ଯେ ଏହି ସଂସ୍କାରଗୁଡ଼ିକ ସମସ୍ତ କ୍ଷେତ୍ରରେ ଲିଙ୍ଗଗତ ସମାନତା ଏବଂ ମହିଳା-ନେତୃତ୍ୱାଧୀନ ବିକାଶକୁ ଆହୁରି ଆଗକୁ ବଢ଼ାଇବ।

 

ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି:

"ଆମର ଶିକ୍ଷାଗତ ସଂସ୍କାରର ପ୍ରଭାବ ପ୍ରକୃତରେ ପରିବର୍ତ୍ତନକାରୀ, ବିଶେଷକରି ଆମର ନାରୀ ଶକ୍ତିକୁ ସଶକ୍ତ କରିବାରେ। ଏହା ସମସ୍ତ କ୍ଷେତ୍ରରେ ଲିଙ୍ଗଗତ ସମାନତା ଏବଂ ମହିଳା-ନେତୃତ୍ୱାଧୀନ ବିକାଶକୁ ଆହୁରି ଆଗକୁ ବଢ଼ାଇବ।"

******

 

SPD

 

 


(ରିଲିଜ ଆଡି: 2169633) ପରିଦର୍ଶକ କାଉଣ୍ଟର : 26