ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପରିବର୍ତ୍ତିତ ଦଶନ୍ଧି ଏବଂ ଲୋକମାନଙ୍କ ଜୀବନ ଉପରେ ଏହାର ପ୍ରଭାବ ସଂକ୍ରାନ୍ତରେ ଆଲୋକପାତ କରିଛନ୍ତି ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
31 DEC 2024 4:12PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଲୋକଙ୍କ ଜୀବନ ଉପରେ ଗତ ଦଶନ୍ଧିର ଗଭୀର ପ୍ରଭାବ ସଂକ୍ରାନ୍ତରେ ଆଲୋକପାତ କରୁଥିବା ଏକ ଅନ୍ତର୍ଦୃଷ୍ଟିସମ୍ପନ୍ନ ସୂତ୍ରକୁ ସ୍ୱୀକାର କରିଛନ୍ତି। ଏହି ପୂର୍ବରୂପ ଦେଶ ଏବଂ ଏହାର ନାଗରିକମାନଙ୍କ ପରିବର୍ତ୍ତନଶୀଳ ଯାତ୍ରାକୁ ଦର୍ଶାଉଛି।
ଇନଫୋଇନ୍ଡାଟା ହ୍ୟାଣ୍ଡେଲ ଦ୍ୱାରା ଏକ୍ସରେ ଏକ ପୋଷ୍ଟା ଉତ୍ତର ଦେଇ ଶ୍ରୀ ମୋଦୀ ଲେଖିଛନ୍ତି :
"ଏକ ଅନ୍ତର୍ଦୃଷ୍ଟିସମ୍ପନ୍ନ ସୂତ୍ର, ଯାହା ଗତ ଦଶନ୍ଧି ମଧ୍ୟରେ ଲୋକଙ୍କ ଜୀବନରେ କିପରି ପରିବର୍ତ୍ତନ ଆସିଛି ତାହାର ଏକ ଝଲକ ପ୍ରଦାନ କରେ।"
HS
(ରିଲିଜ ଆଡି: 2169347)
ପରିଦର୍ଶକ କାଉଣ୍ଟର : 31
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam