ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଭାରତର ମୁଖ୍ୟ ବିଚାରପତିଙ୍କ ବାସଭବନରେ ଗଣେଶ ପୂଜାରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
11 SEP 2024 11:12PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତର ମୁଖ୍ୟ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ବାସଭବନରେ ପବିତ୍ର ଗଣେଶ ପୂଜାରେ ଅଂଶଗ୍ରହଣ କରିଥିଲେ।
ପ୍ରଧାନମନ୍ତ୍ରୀ ଆମ ସମସ୍ତଙ୍କୁ ସୁଖ, ସମୃଦ୍ଧି ଏବଂ ଅଦ୍ଭୁତ ସ୍ୱାସ୍ଥ୍ୟ ପ୍ରଦାନ କରିବାକୁ ପ୍ରଭୁ ଗଣେଶଙ୍କ ନିକଟରେ ପ୍ରାର୍ଥନା କରିଥିଲେ।
ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି;
ଭାରତର ମୁଖ୍ୟ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ ଜୀଙ୍କ ବାସଭବନରେ ଗଣେଶ ପୂଜାରେ ଯୋଗ ଦେଇଛି।
ଭଗବାନ ଶ୍ରୀ ଗଣେଶ ଆମ ସମସ୍ତଙ୍କୁ ସୁଖ, ସମୃଦ୍ଧି ଏବଂ ଉତ୍ତମ ସ୍ୱାସ୍ଥ୍ୟ ପ୍ରଦାନ କରନ୍ତୁ।”
BS
(ରିଲିଜ ଆଡି: 2169114)
ପରିଦର୍ଶକ କାଉଣ୍ଟର : 22
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam