ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ମିଲାଦ-ଉନ-ନବୀ ଅବସରରେ ସମସ୍ତଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭକାମନା

ପୋଷ୍ଟ କରାଯିବା ଦିନାଙ୍କ: 05 SEP 2025 8:31AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ‘ମିଲାଦ-ଉନ-ନବୀ’ ଅବସରରେ ସମସ୍ତଙ୍କୁ ଶୁଭକାମନା ଜଣାଇଛନ୍ତି । ଶ୍ରୀ ମୋଦୀ କହିଛନ୍ତି, “ଏହି ପବିତ୍ର ଦିବସ ଆମ ସମାଜରେ ଶାନ୍ତି ଓ ସମୃଦ୍ଧି ଆଣୁ । କରୁଣା, ସେବା ଏବଂ ନ୍ୟାୟ ସର୍ବଦା ଆମକୁ ମାର୍ଗଦର୍ଶନ କରୁ ।”

ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି;

“ମିଲାଦ-ଉନ-ନବୀ ଅବସରରେ ସମସ୍ତଙ୍କୁ ଶୁଭକାମନା ।

ଏହି ପବିତ୍ର ଦିବସ ଆମ ସମାଜରେ ଶାନ୍ତି ଓ ସମୃଦ୍ଧି ଆଣୁ । କରୁଣା, ସେବା ଏବଂ ନ୍ୟାୟ ସର୍ବଦା ଆମକୁ ମାର୍ଗଦର୍ଶନ କରୁ ।

ଇଦ୍ ମୁବାରକ!”

SR


(ରିଲିଜ ଆଡି: 2164261) ପରିଦର୍ଶକ କାଉଣ୍ଟର : 34