ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପାଟନା ବିମାନବନ୍ଦରରେ ନୂତନ ଟର୍ମିନାଲ କୋଠା ବିହାରର ପ୍ରଗତି ପାଇଁ ଅତ୍ୟନ୍ତ ଭଲ ଖବର: ପ୍ରଧାନମନ୍ତ୍ରୀ
प्रविष्टि तिथि:
29 MAY 2025 8:00PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ପାଟନା ବିମାନବନ୍ଦରରେ ନୂତନ ଟର୍ମିନାଲ କୋଠା ବିହାରର ପ୍ରଗତି ପାଇଁ ଏକ ଶୁଭ ଖବର। ଶ୍ରୀ ମୋଦୀ ପାଟନା ବିମାନବନ୍ଦରରେ ନୂତନ ଟର୍ମିନାଲର କିଛି ଝଲକ ମଧ୍ୟ ସେୟାର କରିଛନ୍ତି ।
ପ୍ରଧାନମନ୍ତ୍ରୀ X ରେ ପୋଷ୍ଟ କରିଛନ୍ତି :
"ପାଟନା ବିମାନବନ୍ଦରକୁ ଏକ ଆଧୁନିକ ଟର୍ମିନାଲ କୋଠା ମିଳିଛି ! ଏହା ବିହାରର ପ୍ରଗତି ପାଇଁ ଏକ ଶୁଭ ଖବର ।
ନୂତନ ଟର୍ମିନାଲର କିଛି ଝଲକ ଏଠାରେ ଦିଆଯାଇଛି ।"
*****
MT
(रिलीज़ आईडी: 2160025)
आगंतुक पटल : 11
इस विज्ञप्ति को इन भाषाओं में पढ़ें:
English
,
Urdu
,
हिन्दी
,
Marathi
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam