ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ ବନ୍ୟପ୍ରାଣୀ ସୁରକ୍ଷା ପାଇଁ ଦେଶର ପ୍ରତିବଦ୍ଧତା ଉପରେ ଆଲୋକପାତ କରିଛନ୍ତି

ପୋଷ୍ଟ କରାଯିବା ଦିନାଙ୍କ: 03 MAR 2025 7:14PM by PIB Bhubaneshwar

ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ ଆଜି ବିଶ୍ୱ ବନ୍ୟପ୍ରାଣୀ ଦିବସ ଅବସରରେ ଦେଶର ବିବିଧ ବନ୍ୟପ୍ରାଣୀ ସୁରକ୍ଷା ପାଇଁ ପ୍ରତିବଦ୍ଧତା ଉପରେ ଆଲୋକପାତ କରିଛନ୍ତି। MyGovIndia ଦ୍ୱାରା X ରେ ଏକ ପୋଷ୍ଟର ଉତ୍ତର ଦେଇ ସେ କହିଛନ୍ତି:

 

"ବନ୍ୟପ୍ରାଣୀ ସୁରକ୍ଷା ପାଇଁ ଭାରତର ପ୍ରତିବଦ୍ଧତାର ଏକ ଝଲକ! #WorldWildlifeDay"

 

***

SPD


(ରିଲିଜ ଆଡି: 2160019) ପରିଦର୍ଶକ କାଉଣ୍ଟର : 17