ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ ଫସଲ ବୀମା, ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ, ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତରଣ ଏବଂ ଆଧୁନିକ ଜଳସେଚନ ମାଧ୍ୟମରେ ସରକାରଙ୍କ କୃଷକ-ପ୍ରଥମ ଦୃଷ୍ଟିକୋଣ, ଯାହାଦ୍ୱାରା ଭାରତର କୃଷିକ୍ଷେତ୍ରରେ ଆଜୀବିକା ସୁଦୃଢ଼ ହୋଇଛି, ଉତ୍ପାଦକତା ବଢ଼ିଛି ଏବଂ ଗତିଶୀଳତା ସୁନିଶ୍ଚିତ ହୋଇଛି, ତାହା ସମ୍ପର୍କିତ ଏକ ଆଲେଖ ସେୟାର କରିଛନ୍ତି

Posted On: 03 AUG 2025 4:01PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜ୍ୟସଭା ସାଂସଦ ଶ୍ରୀ ସତନାମ ସିଂ ସାନ୍ଧୁଙ୍କ ଏକ ଆଲେଖ ସେୟାର କରିଛନ୍ତି । ଏଥିରେ କୁହାଯାଇଛି,ଫସଲ ବୀମା, ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ, ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତରଣ ଏବଂ ଆଧୁନିକ ଜଳସେଚନ ମାଧ୍ୟମରେ କିପରି ସରକାରଙ୍କ କୃଷକ-ପ୍ରଥମ ଦୃଷ୍ଟିକୋଣ, ଦ୍ୱାରା ଭାରତର କୃଷିକ୍ଷେତ୍ରରେ ଆଜୀବିକା ସୁଦୃଢ଼ ହୋଇଛି, ଉତ୍ପାଦକତା ବଢ଼ିଛି ଏବଂ ଗତିଶୀଳତା ସୁନିଶ୍ଚିତ ହୋଇଛି ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ହ୍ୟାଣ୍ଡଲ ପକ୍ଷରୁ ଏକ୍ସ ରେ ପୋଷ୍ଟ କରାଯାଇଛି;

“ଏହି ଅନ୍ତଃଦୃଷ୍ଟି ପୂର୍ଣ୍ଣ ଆଲେଖରେ @satnamsandhuchd ଜୀ ଉଲ୍ଲେଖ କରିଛନ୍ତି, କିପରି ଫସଲ ବୀମା, ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ, ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତରଣ ଏବଂ ଆଧୁନିକ ଜଳସେଚନ ମାଧ୍ୟମରେ ସରକାରଙ୍କ କୃଷକ-ପ୍ରଥମ ଦୃଷ୍ଟିକୋଣ, ଆଜୀବିକା ସୁଦୃଢ଼ କରିଛି, ଉତ୍ପାଦକତା ବଢ଼ାଇଛି ଏବଂ ଗତିଶୀଳତାକୁ ସୁନିଶ୍ଚିତ କରିଛି ।”

SR


(Release ID: 2159376)